Dalei Ghai Flood: ମାଛଗାଁ କେନାଲ ବନ୍ଧରେ ୧୦ ଫୁଟ ଓସାରର ଘାଇ

Sun, 16 Jul 2023-4:40 pm,

ଜଗତସିଂହପୁର ଜିଲ୍ଲା ତାରିକୁନ୍ଦ ଓ ଦଳେଇ ଘାଇ ନିକଟରେ ମାଛଗାଁ କେନାଲ ବନ୍ଧରେ ୧୦ ଫୁଟ ଓସାରର ଘାଇ । ରଘୁନାଥ ପୁର ବ୍ଲକ ତରିକୁନ୍ଦ ଅଞ୍ଚଳ ବ୍ୟାପକ ଜଳମଗ୍ନ ହୋଇଛି। ଫଳରେ ଚାଷଜମି ରେ ପାଣି ପଶି ଫସଲ ନଷ୍ଟ ହୋଇଛି। ଜଗତସିଂହପୁର -କଟକ ମୁଖ୍ୟ ଜାତୀୟ ରାଜପଥ ଉପରେ ଦୁଇ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇ ଥିବାରୁ ଯାତାୟାତ ବାଧାପ୍ରାପ୍ତ ଓ ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ଅନ୍ୟପଟେ ଚାଷୀମାନେ ରାସ୍ତା ଉପରେ ବସି ଧାରଣା ଦେଇଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ପହଞ୍ଚି ନଥିବା ଜଣାପଡିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link