Weather Report: ତାତିରୁ କେବେ ମିଳିବ ମୁକ୍ତି ?ଶୁଣନ୍ତୁ କ`ଣ କହୁଛନ୍ତି ଆଇଏମଡି ନିର୍ଦ୍ଦେଶକ..

ପ୍ରିୟମ୍ବଦା ରଣା Thu, 12 Oct 2023-8:32 pm,

Weather report of odisha: ଅକ୍ଟୋବର ମାସ ଅଧା ହେବାକୁ ବସିଲାଣି କିନ୍ତୁ ଶୀତର (Winter)ଦେଖାନାହିଁ । ଦିନ କେଇଟା ପରେ ଫେରିଯିବ ମୌମୁମୀ ((Monsoon) । ଏନେଇ ପାଗ ବି ବେଶ୍ ଅନୁକୂଳ ରହିଛି । କିନ୍ତୁ ମୌମୁମୀ ଫେରିବା ପୂର୍ବରୁ ରାଜ୍ୟରେ ଏବେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଖରାଦିନ ଭଳି ଖରା ବି ହେଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link