Weather Report: ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡି଼ଶାର କେତେକ ସ୍ଥାନରେ ହାଲୁକା ବର୍ଷା, ଜାଣନ୍ତୁ ପାଣିପାଗ ରିପୋର୍ଟ...
Weather Update: ରାଜ୍ୟରେ ଏବେ ହାଲୁକା ଥଣ୍ତା ଅନୁଭବ ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ବଙ୍ଗୋପସାଗରରେ ଏକ ଲଘୁଚାପ ସକ୍ରିୟ ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡି଼ଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେଉଛି। କିନ୍ତୁ ରାଜ୍ୟରେ ଏହାର ଅଧିକ ପ୍ରଭାବ ରହିବ ନାହିଁ। ବିଶେଷକରି ଆଜି କୋରାପୁଟ , ମାଲକାନଗିରି, ପୁରୀ ,ଗଂଜାମ ,ଗଜପତି ଓ ରାୟଗଡାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବଂ ଆଗାମୀ ୭ ଦିନ ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ କୁହାଯାଇଛି। ମଙ୍ଗଳବାର ଦିନ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬.୦୦ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ରାତିର ତାପମାତ୍ରା ୨୨.୮ ଡିଗ୍ରୀ ଥିବା ବେଳେ କଟକରେ ରାତିର ତାପମାତ୍ରା ୨୧ ଡିଗ୍ରୀ ରେ