Weather Report: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଢିବ ଶୀତର ପ୍ରକୋପ, ଜାଣନ୍ତୁ ଆଜିର ପାଣିପାଗ ଖବର..

ପ୍ରିୟମ୍ବଦା ରଣା Jan 02, 2025, 19:59 PM IST

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଢିବ ଶୀତର ପ୍ରକୋପ। କେତେକ ସ୍ଥାନରେ ୨ ରୁ  ୩ ଡିଗ୍ରୀ ସେଲସିୟସ୍ କମିପାରେ।  ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link