Weather Report: ୭ ତାରିଖରୁ କମିବ ତାପମାତ୍ରା, ଶୀତ ଅନୁଭୂତ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ପ୍ରିୟମ୍ବଦା ରଣା Dec 05, 2024, 18:19 PM IST

Weather Update: ରାଜ୍ୟରେ କେତେକ ସ୍ଥାନରେ ଶୀତ ଜାରି ରହିଥିବା ବେଳେ ଆଉ କେତେକ ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ  ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆସନ୍ତା ଶନିବାର ଠାରୁ ରାଜ୍ୟରେ ଶୀତ ବଢିପାରେ। ୭ ତାରିଖରୁ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରୀ କମିବ।  ଫଳରେ ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link