Meaning of RIP : ଜଣେ ବ୍ୟକ୍ତି ମରିଯିବା ପରେ କାହିଁକି କୁହାଯାଏ RIP ? ଉତ୍ତର କଣ ଜାଣନ୍ତି କି ?
Oct 31, 2023, 10:34 AM IST
ଆଜିକାଲି ପ୍ରତ୍ୟେକ ପରିବାରରେ ଯଦି କେହି ଜନ୍ମ ହୁଏ କିମ୍ବା ମୃତ୍ୟୁ ହୁଏ। ଏ ଖବର କିନ୍ତୁ ଖୁବଶୀଘ୍ର ଚାରିଆଡ଼େ ବ୍ୟାପିଯାଏ। କାରଣ ବର୍ତ୍ତମାନ ସୋସିଆଲ ମିଡ଼ିଆର ଯୁଗ। ନଜର ରଖିଥିବେ ଯଦି କେହି ବିୟୋଗ ହେବାର ଖବର ସୋସିଆଲ ମିଡ଼ିଆାରେ ଅପଲୋଡ଼ ହୁଏ। ତାହେଲେ ସମସ୍ତ ବନ୍ଧୁମାନେ RIP ବୋଲି ଲେଖନ୍ତି। ହେଲେ ଜାଣନ୍ତି କି RIP ଶବ୍ଦର ଉତ୍ପତ୍ତି କେଉଁଠୁ। କାହିଁକି RIP ଶବ୍ଦ ବ୍ୟବହାର କରାଯାଏ। R.I.P ମାନେ Rest IN Peace। ହେଲେ ଆଜି ଆମେ ୟା ବିଷୟରେ ଟିକେ ଅଧିକ ତଥ୍ୟ ଆପଣଙ୍କୁ ଦେବୁ।