Indian Army: ଭାରତୀୟ ସେନାରେ ମହିଳାଙ୍କ ଭାଗିଦାରୀ କେତେ ?

ରଶ୍ମିତା ସାହୁ Tue, 24 Oct 2023-4:52 pm,

ଭାରତର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି। କ୍ରିକେଟ୍ ହେଉ କିମ୍ବା ରାଜନୀତି ହେଉ, ବିମାନ ଉଡ଼ାଣ ଠାରୁ ଆରମ୍ଭ କରି ଅଫିସ୍ କାର୍ଯ୍ୟ ପର୍ଯ୍ୟନ୍ତ, ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧରେ କାନ୍ଧରେ ଅଗ୍ରଗତି କରୁଛନ୍ତି । ସେନା ଯାହାକୁ ଆଗରୁ ପୁରୁଷଙ୍କ କ୍ଷେତ୍ରେ କୁହାଯାଉଥିଲା ସେଥିରେ ମଧ୍ଯ ଧିରେ ଧିରେ ମହିଳାଙ୍କ ଭାଗିଦାରୀ ବଢି଼ବାରେ ଲାଗିଛି । ସ୍ଥଳବାହିନୀ ହେଉ କିମ୍ବା ବାୟୁସେନା ଅବା ନୌସେନା,ମହିଳାମାନେ ସେନାର ତିନି ଅଙ୍ଗରେ ସକ୍ରୀୟ ଭାବେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏଥିରେ ମହିଳାଙ୍କ ସଂଖ୍ୟା କେତେ?

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link