Video: `ସାହୁ ଭାଉଜ`ଙ୍କ ସହ ହୋଟେଲରେ କିଏ ? ଭାଇରାଲ ହେଉଛି ଏହି ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 23 Oct 2024-9:14 pm,

Video: ଯାତ୍ରା ମଞ୍ଚରେ ନୃତ୍ୟ ପରିବେଷଣ କରି ଚର୍ଚ୍ଚାକୁ ଆସିଥିଲେ ସାହୁ ଭାଉଜ ଆଞ୍ଜେଲ ଶ୍ରୀ । ବର୍ତ୍ତମାନ ତାଙ୍କର ଏକ ପୁରୁଣା ଭିଡିଓ ଖୁବ ଭାଇରାଲ୍ ହେଉଛି ସୋସିଆଲ ମିଡିଆରେ । ଯେଉଁଥିରେ ଦେଖିବାକୁ ମିଳିଛି ଶ୍ରୀଙ୍କ ସହିତ ସହକଳାକାରମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link