Video: ଯାତ୍ରା ନାୟକ ପିୟୁଷଙ୍କୁ କିଏ ଦେଲା କଷ୍ଟ? ମନଖୋଲି କହିଲେ...

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 10 Oct 2024-5:54 pm,

Video: ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ କେବଳ ଯାତ୍ରା ମଞ୍ଚରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଲୋକମାନଙ୍କର ମନୋରଞ୍ଜନ କରିଥାନ୍ତି । ପିୟୁଷ ଅନେକ ରିଲ୍ସ ଏବଂ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେମଧ୍ୟରୁ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link