Viral Video: ଯୁବକମାନେ ବାହା ହେବା କାହିଁକି ଆବଶ୍ୟକ ? ବେଶ ମଜାଳିଆ ଢଙ୍ଗରେ ଜବାବ ରଖିଲେ ଏହି କମେଡିଆ... ଦେଖନ୍ତୁ ଭିଡିଓ

Prabhudatta Moharana Wed, 23 Oct 2024-12:18 pm,

ପୁଅମାନେ କାହିଁକି ବାହା ହେବା ଆବଶ୍ୟକ। ଜଣେ ଯୁବକଙ୍କୁ ସ୍ତ୍ରୀର ଆବଶ୍ୟକତା କଣ ରହିଛି। ବେଶ ମଜାଳିଆ ଅନ୍ଦାଜରେ ବଖାଣିଛନ୍ତି ଏହି ଚର୍ଚ୍ଚିତ କମେଡିଆନ। ଦେଖନ୍ତୁ ଭିଡିଓ    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link