American spacecraft: ଚନ୍ଦ୍ରକୁ ଫେରିବାକୁ ଆମେରିକାକୁ କାହିଁକି ୫୧ ବର୍ଷ ଲାଗିଲା ?

Mon, 26 Feb 2024-7:26 pm,

୧୯୭୨ ପରେ ପ୍ରଥମ ଥର ପାଇଁ ଆମେରିକା ପୁଣି ଥରେ ଚନ୍ଦ୍ରରେ ପହଞ୍ଚିଛି। ନ୍ୟୁୟର୍କର ସ୍ଥାନୀୟ ସମୟ ଗୁରୁବାର ସନ୍ଧ୍ୟା ୬ଟା ୨୩ ମିନିଟରେ (ହଂକଂ ସମୟ ଶୁକ୍ରବାର ସକାଳ ୭ଟା ୨୩ ମିନିଟ୍) ଇଣ୍ଟେଭିଟିଭ ମେସିନ୍ ଚନ୍ଦ୍ରରେ ଏକ ରୋବୋଟିକ୍ ମହାକାଶଯାନ ଅବତରଣ କରିଥିଲା ଏବଂ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ପ୍ରଥମ ଘରୋଇ କମ୍ପାନୀ ହୋଇଥିଲା। ନାସା ଏହି ଅଭିଯାନ ପାଇଁ ପାଖାପାଖି ୧୧୮ ନିୟୁତ ଆମେରିକୀୟ ଡଲାର ଦେଇଥିଲା, ନାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଭିନନ୍ଦନ ପୋଷ୍ଟ କରି ଲେଖିଛି, "ଆପଣଙ୍କ ଅର୍ଡର ଚନ୍ଦ୍ରରେ ପହଂଚାଇ ଦିଆଯାଇଛି।!"

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link