Intelligence Officer: ସବୁ ଦୂତାବାସରେ କ’ଣ ପାଇଁ ରହିଥାନ୍ତି ଜଣେ ଗୁଇନ୍ଦା ଅଧିକାରୀ?

ପ୍ରଭୁଦତ୍ତ ମହାରଣା Fri, 29 Sep 2023-12:11 pm,

ଦୂତାବାସରେ ଗୁଇନ୍ଦା ଅଧିକାରୀଙ୍କ କାମ କ’ଣ ଜାଣିବା ଆଗରୁ ଜାଣନ୍ତୁ ଦୂତାବାସ କ’ଣ । କୌଣସି ବିଦେଶୀ ରାଷ୍ଟ୍ରରେ ନିଜ ଦେଶର ସ୍ୱାର୍ଥର ପ୍ରତିନିଧିତ୍ୱ ଗୋଟିଏ ଦୂତାବାସ କରିଥାଏ । ଦୂତାବାସ ଯେଉଁ ଘରେ ଥାଏ ସେହି ଘରକୁ ଏକ ସାର୍ବଭୌମ ଅଂଚଳ ଭାବେ ଗ୍ରହଣ କରାଯାଏ । ଅର୍ଥାତ କାନାଡାରେ ଥିବା ଭାରତୀୟ ଦୂତାବାସ କାନାଡାରେ ଥାଇ ମଧ୍ଯ ସାର୍ବଭୌମ । ଏହି ଦୂତାବାସ ମଧ୍ଯକୁ କାନାଡା ସୁରକ୍ଷାକର୍ମୀ ବିନା ଅନୁମତିରେ ପ୍ରବେଶ କରିପାରିବେ ନାହିଁ । ତେଣୁ ଅନେକ ସମୟରେ ଦେଖାଯାଇଥାଏ ଯେ, ଗୋଟିଏ ଦେଶର ରାଜନୈତିକ କର୍ମୀ ନିଜ ସୁରକ୍ଷା ପାଇଁ ଆଉ ଗୋଟିଏ ଦୂତାବାସ ମଧ୍ଯରେ ଆଶ୍ରୟ ନେଇଥାନ୍ତି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link