Israeli Education System: କେବଳ ପୋଥି ଜ୍ଞାନ ନୁହେଁ,ସାମରିକ ଟ୍ରେନିଂ ବି ଦିଏ ଇସ୍ରାଏଲୀ ଶିକ୍ଷା ବ୍ୟବସ୍ଥା.

Wed, 11 Oct 2023-5:26 pm,

Israel Education: ଇସ୍ରାଏଲ ଓ ହମାସ ଯୁଦ୍ଧ ବ୍ୟାପକ ଓ ଭୟାବହ ହେବାର ଲାଗିଛି । ଇସ୍ରାଏଲ ପ୍ରତିଶୋଧ ନେବାକୁ ବ୍ୟାକୁଳ ଅଛି । ଇସ୍ରାଏଲୀ ପ୍ରଧାନମନ୍ତ୍ରୀ କହି ସାରିଛନ୍ତି ଯେ, ଏମିତି ଉତ୍ତର ଦିଆଯିବ ଯାହାକୁ ଅନେକ ଦଶକ ପର୍ଯ୍ୟନ୍ତ ଆମ ଶତ୍ରୁ ଭୁଲି ପାରିବେ ନାହିଁ । ଇସ୍ରାଏଲ ଏକ ଛୋଟିଆ ରାଷ୍ଟ୍ର ହୋଇଥିଲେ ମଧ୍ଯ ଆରବର ମୁସଲିମ୍ ରାଷ୍ଟ୍ରଙ୍କୁ ଗତ୭୫ ବର୍ଷ ଧରି କଡା ଟକ୍କର ଦେଇ ଆସିଛି । ପ୍ରାୟ ପ୍ରତିଯୁଦ୍ଧରେ ଇସ୍ରାଏଲ ଆରବଶକ୍ତିଙ୍କୁ ପରାସ୍ତ କରିଛି । ଏହାପଛରେ ଅଛି ଇସ୍ରାଏଲୀ ଶିକ୍ଷା ବ୍ୟବସ୍ଥାର ଅବଦାନ । ଇସ୍ରାଏଲୀ ଶିକ୍ଷା ବ୍ୟବସ୍ଥା କେବଳ ପୋଥି ଜ୍ଞାନ ବାଣ୍ଟେ ନାହିଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link