Video: ଦୁର୍ଗାପୂଜାରେ `ଦମନ` କାହିଁକି ? ମୁହଁ ଖୋଲିଲେ ଅଭିନେତା ମନୋଜ ମିଶ୍ର

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 07 Oct 2024-1:01 pm,

Video: ଦଶହରା ବଜାରରେ ପୁଣିଥରେ ବହୁ ଚର୍ଚ୍ଚିତ ଓଡ଼ିଆ ସିନେମା  'ଦମନ'ର ପୁନଃ ରିଲିଜକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିବା ସମୟରେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଅଭିନେତା ମନୋଜ ମିଶ୍ର । ଅନ୍ୟ ସିନେମାକୁ ହଲ ମିଳୁନଥିବା ବେଳେ  'ଦମନ'ର ରିଲିଜ ନେଇ ଅନେକ କ୍ଷୋଭ ପ୍ରକାଶ କରିଛନ୍ତି ମନୋଜ ମିଶ୍ର । ଶୁଣନ୍ତୁ ସେ କ'ଣ କହୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link