Violin Play During Surgery: ବ୍ରେନ ଟ୍ୟୁମର ସର୍ଜରୀ ବେଳେ ଭାଓଲିନ ବଜାଉଥିଲେ ମହିଳା, ଦେଖନ୍ତୁ ଭିଡିଓ

Mon, 31 Jul 2023-2:22 pm,

Woman Patient plays violin During Her Brain Tumour Surgery । ସୋସିଆଲ ମିଡିଆରେ ଅନେକ ଏମିତି ଭିଡିଓ ଅଛି ଯାହା ସବୁବେଳେ ଭାଇରାଲ ହୋଇଥାଏ । କିଛି ଭିଡିଓ ହସାଇଥାଏ ତ ଆଉ କିଛି ଭିଡିଓ କନ୍ଦାଇଥାଏ । ହେଲେ ଏହି ଭିଡିଓକୁ ଥରେ ଦେଖନ୍ତୁ ଜଣେ ମହିଳାଙ୍କର ବ୍ରେନ ଟ୍ୟୁମର ଅପରେସନ ଚାଲିଥିଲା । ହେଲେ ସେ ନିସ୍ତେଜ ନଥିଲେ ବରଂ ନିଜକୁ ଓ ଡାକ୍ତରଙ୍କୁ ଆଶ୍ୱସ୍ତି ଦେବା ପାଇଁ ସେ ଭାଓଲିନ୍ ପ୍ଲେ କରୁଛନ୍ତି । ଏହି ଭିଡିଓ ଭାଇରାଲ ହେବାପରେ ଲୋକମାନେ ତାଙ୍କ ସାହାସ କୁ ସାଲ୍ୟୁଟ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link