Video: ଏମିତି ଚାଲିଛି ସୁଭଦ୍ରା ଯୋଜନା, ଭାଇରାଲ୍ ହେଲା ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 07 Sep 2024-2:27 pm,

Video: ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ରାତି ଅନିଦ୍ରା ହେଉଛନ୍ତି ମହିଳା । ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବାଲେଶ୍ୱର ସୋର ଅଞ୍ଚଳରେ ଥିବା ଏକ ଜନସେବା କେନ୍ଦ୍ରରେ ପ୍ରବଳ ଭିଡ ହେବା କାରଣରୁ ମହିଳାମାନେ ରାତିରେ ଜନସେବା କେନ୍ଦ୍ରରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link