Odisha News: ଭୁଲ ଟିକାକରଣ ପାଇଁ ଚାଲିଗଲା ୧୫ ଛେଳିଙ୍କ ଜୀବନ..

ପ୍ରିୟମ୍ବଦା ରଣା Mon, 25 Dec 2023-12:04 pm,

ଭୁଲ ଟିକାକରଣ ପାଇଁ ଚାଲିଗଲା ୧୫ ଛେଳିଙ୍କ ଜୀବନ,୧୦୦ରୁ ଉର୍ଧ ଗୁରୁତର|ଅଚାନକ ଛେଳିଙ୍କ ମୃତ୍ଯୁ ଦେଖି ଚାଷୀଙ୍କ ଆଖିରେ ଲୁହ|ଏପଟେ ଦିନ ୧୨ଟା ସମୟରେ ପଶୁ ଚିକିତ୍ସାଳୟରେ ତାଲା ଝୁଲୁଛି । ଫୋନ କଲେ ଚାଷୀଙ୍କ ଫୋନ ଉଠାଉ ନାହାଁନ୍ତି ଭେଟେନାରୀ ଡାକ୍ତର |ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link