Road Accident: ଡିଭାଇଡରରେ ପିଟି ହୋଇଥିବା ଦୁର୍ଘଟଣାଗ୍ରସ୍ତ ବସ୍ ତଳେ ପଶିଗଲା କାର୍, ୫ ଜୀବନ୍ତ ଦଗ୍ଧ

Mon, 12 Feb 2024-7:00 pm,

Road Accident: ଅଶୁଭ ସୋମବାର! ଜୀବନ୍ତ ଜଳିଗଲେ ୫ ଯାତ୍ରୀ। ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସଓ୍ବେରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ଘରୋଇ ଯାତ୍ରୀବାହୀ ବସ୍ ଓ କାର ମଧ୍ୟରେ ହୋଇଛି ଧକ୍କା । ଭୟଙ୍କର ଦୁର୍ଘଟଣାରେ କାର ଓ ବସ୍ ମଧ୍ୟ ଜଳି ଯାଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପ୍ରାଣ ବିକଳରେ ବସରୁ ଡେଇଁ ପଡିଛନ୍ତି ଏକାଧିକ ଯାତ୍ରୀ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link