Video: କୁକୁର-ମାଙ୍କଡ ମଧ୍ୟରେ ଏମିତି ଲଢେଇ ଆପଣ ଦେଖିନଥିବେ, ଭାଇରାଲ ହେଉଛି ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 02 Oct 2024-2:27 pm,

Video: ଅନେକ ସ୍ଥାନରେ ଆପଣ କୁକୁର ମାଙ୍କଡ ମଧ୍ୟରେ ଲଢେଇ ଦେଖିଥିବେ । ସାଧାରଣତଃ କୁକୁରକୁ ଦେଖି ମାଙ୍କଡ ଭୟରେ ଦୌଡି ଚାଲିଯାଏ । କିନ୍ତୁ ଏଠାରେ ମାଙ୍କଡଟି ଦୌଡି ପଳାଇବା ପରିବର୍ତ୍ତେ କୁକୁର ସହ ଲଢେଇ କରୁଛି । ଗ୍ରାମବାସୀ ପାଟି ତୁଣ୍ଡ କରି ଘଉଡାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହୋଇଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link