Video: ଯୁବକ ଛାଡିଦେଲେ ଯୁବତୀଙ୍କ ହାତ ! ୩୦ ଫୁଟ ତଳକୁ ଖସି ପାଣିରେ ପଡିଲେ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 09 Sep 2024-4:43 pm,

Video: ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଏକ ଉଚ୍ଚ ସ୍ଥାନରୁ ତଳକୁ ଖସି ପାଣିରେ ପଡୁଛନ୍ତି । ତାପରେ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ପାଣିକୁ ଡେଉଁଛନ୍ତି । ଘଟଣାସ୍ଥଳରେ ଅନେକ ଲୋକ ରୁଣ୍ଡ ହୋଇ ଏହି ଦୃଶ୍ୟକୁ ଦେଖୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link