Video: ଯାତ୍ରା ମଞ୍ଚରେ ଅଭିନେତ୍ରୀଙ୍କ ମଥାରେ ସିନ୍ଦୁର ଦେଲେ ଯୁବକ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 15 Oct 2024-8:30 pm,

Video: ଯାତ୍ରା ମଞ୍ଚରେ ନିଖୁଣ ଅଭିନୟ ଜିଣୁଛି ଦର୍ଶକଙ୍କ ମନ । ଏହି ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ଯୁବ ଅଭିନେତା ଜଣକ ଅଭିନେତ୍ରୀଙ୍କ ମଥାରେ ସିନ୍ଦୁର ଦେଉଛନ୍ତି । ସେହି ସମୟରେ ଅଭିନେତ୍ରୀ ଜଣକ କାନ୍ଦୁଛନ୍ତି । ଏପରି ଏକ ନିଚ୍ଛକ ଅଭିନୟର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link