Video: ସର୍ବସାଧାରଣରେ ଅନ୍ୟକୁ ଆଶ୍ଚର୍ଯ୍ୟ କରାଉଛନ୍ତି ଏହି ଯୁବକ, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 23 Sep 2023-7:42 pm,

Video: ଅନେକ ବ୍ୟକ୍ତି ନିଜର ଟ୍ୟାଲେଣ୍ଟ ଦ୍ୱାରା ଅନ୍ୟକୁ ଆଶ୍ଚର୍ଯ୍ୟ କରିବାର ଭିଡିଓ ଆପଣ ଆଗରୁ ଦେଖିଥିବେ । ବର୍ତ୍ତମାନ ଯେଉଁ ଭିଡିଓଟି ଆପଣ ଦେଖୁଛନ୍ତି ସେଥିରେ ଜଣେ ସାଧାରଣ ଯୁବକ ବିଭିନ୍ନ ସ୍ଥାନରେ ନିଜର କଳା କୌଶଳ ପ୍ରଦର୍ଶନ କରି ଅନ୍ୟମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଷ୍ଟଣ୍ଟ ଦେଖାଉଥିବା ସମୟରେ ଲୋକମାନଙ୍କର ନଜର ଯୁବକଙ୍କ ଉପରେ ରହିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link