Video: କୁକୁଡା କଲା ନାକେଦମ୍, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 28 Oct 2024-9:07 pm,

Video: ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । କିଛି ଯୁବକ ଏକ କୁକୁଡାକୁ ଧରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ବିଫଳ ହୋଇଛନ୍ତି । ଦେଶୀ କୁକୁଡା ଆଗରେ ହାର୍ ମାନିଛନ୍ତି ଯୁବକ । ସୋସିଆଲ ମିଡିଆରେ ଭିଡିଓଟି ଅନ୍ୟମାନଙ୍କ ପାଇଁ ହସର କାରଣ ପାଲଟିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link