Youth Beaten By Locals: ମୋବାଇଲ ଚୋରି ଅଭିଯୋଗରେ ଯୁବକକୁ ମାରି ଦରମରା କଲେ ଲୋକ

Sun, 23 Jul 2023-7:32 pm,

Youth being beaten up by young man for stealing mobile, video viral । ମୋବାଇଲ ଚୋରୀ କରିବା ସନ୍ଦେହ ରେ ହାତଗୋଡ ବାନ୍ଧି ରାସ୍ତାରେ ଘୋଷାରି ମାଡ ମାରୁଥିବା ଭିଜୁଆଲ୍ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଏଭଳି ଏକ ଅମାବନୀୟ ଘଟଣା କୁ ଲୋକେ ଠିଆ ହୋଇ ଦେଖିବା ସହ ମାଡ ମାରିବା ପାଇଁ ଉସୁକାଉ ଥିବା ଦେଖିବାକୁ ମିଳିଛି। ମୋବାଇଲ ଚୋରୀ କରିଥିବା ଅଭିଯୋଗ ରେ ଯୁବକକୁ ଧରି ବାନ୍ଧି ନିର୍ଯାତନା ଦିଆଯାଇଥିବା ଭିଡିଓ ଟି ମୋବାଇଲ ରୁ ମୋବାଇଲ ଘୂରି ବୁଲୁଥିବା ବେଳେ ଏହି ଦୃଶ୍ୟ ଟି ପାରାଦୀପ ଗଡ ଛକ ଠାରୁ ଭୂତମୁଣ୍ଡାଇ ମଧ୍ୟରେ ଥିବା ଜାତୀୟ ରାଜପଥରେ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ତେବେ ଏଭଳି ଘଟଣା କୁ ନେଇ ପୋଲିସ ପ୍ରଶାସନ ର ସହାୟତା ନନେଇ ଅମାନୁଷିକ ଭାବେ ମାଡ ମାରିବା କେତେ ଦୂର ଠିକ୍ ବିଚାର ଜନ ସାଧାରଣ ଙ୍କର ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link