Viral Video: ବର୍ଷା ରାତିରେ ରାସ୍ତା ଉପରେ ଉଡ଼ିଲା ବିଧା-ଗୋଇଠା, ହାତାହାତୀ ହେଲେ ଯୁବକ-ଯୁବତୀ। କମେଣ୍ଟ ବକ୍ସରେ ଭିଡିଓ ଲିଙ୍କ...

Prabhudatta Moharana Fri, 27 Sep 2024-7:28 am,

ସୋସିଆଲ ମିଡ଼ିଆରେ ଆଜିକାଲି ଅଜବ ଧରଣର ଭିଡିଓ ଦେଖିବାକୁ ମିଳୁଛି। ତେବେ ଏଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଏହି ଭାଇରାଲ ଭିଡିଓରେ ଯୁବକ ଯୁବତୀଙ୍କ ମଧ୍ୟରେ ଜୋରଦାର ମାରପିଟ ହେଉଥିବା ଦେଖିବାକୁ ମିଳିଛି। ବର୍ଷା ସମୟରେ ଏହି ମାରପିଟର ଭିଡିଓ ଏବେ ଇଣ୍ଟରନେଟରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ତେବେ ଏହା କେଉଁ ସ୍ଥାନ ସେନେଇ କୌଣସି ସଠିକ ସୂଚନା ମିଳିପାରିନାହିଁ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link