Viral Video: ଘର ବାଡିରୁ ଭାଇରାଲ ହେଲା ଓଡ଼ିଆ ବୋହୂଙ୍କ ଭିଡ଼ିଓ
Prabhudatta Moharana Mon, 28 Oct 2024-11:56 am,
ୟୁଟ୍ୟୁବରେ ଶାଶୁ-ବୋହୂ ରିଲ୍ସରେ ବେଶ ପ୍ରସିଦ୍ଧ ଥିବା ଦୀପାଞ୍ଜଳୀଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହୋଇଛି। ଅଧିକାଂଶ ଭିଡିଓରେ ସେ ଓ ତାଙ୍କ ଶାଶୁଙ୍କ ସହିତ ନଜର ଆସିଥାଆନ୍ତି। ତେବେ ଦେଖନ୍ତୁ ଏହି ନୂଆ ଭିଡିଓ...