Odia Film: ଜୀ ସାର୍ଥକର ଫିଲ୍ମ ପ୍ରୋମୋସନ କଲେ ଅଭିନେତା ଅଭିନେତ୍ରୀ

Sat, 13 Apr 2024-4:52 pm,

ଫିଲ୍ମର ନାଁରୁ ଜଣାପଡୁଛି ନିଶ୍ଚୟ ଭାବରେ କେହି ଜଣେ ତା'ର ପ୍ରେମକୁ ଜଣାଇବା ପାଇଁ ଉଦ୍ବେଗ, ହେଲେ କହି ପାରିଛି ନା ନାହିଁ ? କିଏ ସେ ? ନାୟକ ନାୟିକାକୁ ନା ନାୟିକା ନାୟକକୁ ? କାହାଣୀ ପଛର କାରଣ ଅବା କ'ଣ ହୋଇପାରେ । ଏମିତି କିଛି ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିବ କେବଳ ଜୀ ସାର୍ଥକରେ ଖୁବ ଶୀଘ୍ର ଓଡିଆ ଫିଲ୍ମ 'କେମିତି କହିବି ମୁଁ' ମାଧ୍ୟମରେ । ପାରମ୍ପରିକ କାହାଣୀରୁ ଭିନ୍ନ, ନାୟକ ନାୟିକା ଦୁଇଜଣ ଦୁଇଜଣଙ୍କୁ ପାଇଛନ୍ତି କିନ୍ତୁ ପାଇବାର ରାସ୍ତା ଅତ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link