ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ୍ ଠାରେ ସକାଳ ୭ଟା ସମୟରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିସହ ରାଜ୍ୟମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ଗଣ ମଧ୍ୟ ଜିଲ୍ଲା ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଜାଣନ୍ତୁ ୫୨ ଜଣ ସାଂସଦ ଓ  ବିଧାୟକ କେଉଁଠି ଉପସ୍ଥିତ ରହିବେ...


COMMERCIAL BREAK
SCROLL TO CONTINUE READING

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ - କଳିଙ୍ଗ ଷ୍ଟାଡିୟମ୍


ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ - କସ୍ତୁରବା ସ୍କୁଲ ପଡ଼ିଆ, ନୟାପଲ୍ଲୀ 
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା - କୋଣାର୍କ


ସାଂସଦ ସମ୍ବିତ ପାତ୍ର - କୋଣାର୍କ


ବାଚସ୍ପତି ସୁରମା ପାଢ଼ୀ - ନୟାଗଡ଼


ମନ୍ତ୍ରୀ ସୁରେଶ ପୂଜାରୀ - ଝାରସୁଗୁଡ଼ା
ବିଧାୟକ ଟଙ୍କଧର ତ୍ରିପାଠୀ -ଝାରସୁଗୁଡ଼ା


ମନ୍ତ୍ରୀ ରବିନାରାୟଣ ନାୟକ - ସମ୍ବଲପୁର


ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ - ନବରଙ୍ଗପୁର
ସାଂସଦ ବଳଭଦ୍ର ମାଝୀ - ନବରଙ୍ଗପୁର


ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର - ଢେଙ୍କାନାଳ
ସାଂସଦ ରୁଦ୍ରନାରାୟଣ ପାଣି - ଢେଙ୍କାନାଳ


ମନ୍ତ୍ରୀ ପୃଥିରାଜ ହରିଚନ୍ଦନ - ଖୋର୍ଦ୍ଧା
ସାଂସଦ ଅପରାଜିତା ଷଡ଼ଙ୍ଗୀ - ଖୋର୍ଦ୍ଧା


ମନ୍ତ୍ରୀ ମୁକେଶ କୁମାର ମହାଲିଙ୍ଗ - ବଲାଙ୍ଗୀର


ମନ୍ତ୍ରୀ ବିଭୂତି ଭୂଷଣ ଜେନା - ବ୍ରହ୍ମପୁର


ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ - ଛତ୍ରପୁର


ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର - ବାରିପଦା


ମନ୍ତ୍ରୀ ଗଣେଶରାମ ସିଂହଖୁଣ୍ଟିଆ - ରାଇରଙ୍ଗପୁର
ସାଂସଦ ନବ ଚରଣ ମାଝୀ -ରାଇରଙ୍ଗପୁର


ସାଂସଦ ଅଭିମନ୍ୟୁ ସେଠୀ - ଭଦ୍ରକ
ବିଧାୟକ ସିତାଂସୁ ଶେଖର ମହାପାତ୍ର - ଭଦ୍ରକ


ମନ୍ତ୍ରୀ ପ୍ରଦୀପ ବଲ ସାମନ୍ତ - ଯାଜପୁର
ସାଂସଦ ରବି ନାରାୟଣ ବେହେରା - ଯାଜପୁର


ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ - ପୋଲସରା


ସାଂସଦ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ - ପୋଲସରା


ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ - ଜଗସିଂହପୁର


ସାଂସଦ ବିଭୁ ପ୍ରସାଦ ତରାଇ - ଜଗସିଂହପୁର


ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ- ଫୁଲବାଣୀ


ବିଧାୟକ ଉମା ଚରଣ ମଲ୍ଲିକ -ଫୁଲବାଣୀ


ସାଂସଦ ମାଲଭିକା କେଶରୀ ଦେଓ - ଭବାନୀପାଟଣା


ସାଂସଦ ପ୍ରତାପ ଷଡ଼ଙ୍ଗୀ - ବାଲେଶ୍ବର


ବିଧାୟକ ମାନସ କୁମାର ଦତ୍ତ -ବାଲେଶ୍ବର


ସାଂସଦ ଭତ୍ରୁହରି ମହତାବ - କଟକ


ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ -କଟକ


ସାଂସଦ ବୈଜୟନ୍ତ ପଣ୍ଡା - କେନ୍ଦ୍ରାପଡ଼ା


ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ -କେନ୍ଦ୍ରାପଡ଼ା


ସାଂସଦ ଅନନ୍ତ ନାୟକ - କେନ୍ଦୁଝର


ବିଧାୟକ ଅଖିଳ ଚନ୍ଦ୍ର ନାୟକ -କେନ୍ଦୁଝର


ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ - ଅନୁଗୁଳ


ସାଂସଦ ପ୍ରଦିପ ପୁରୋହିତ - ବରଗଡ଼


ସାଂସଦ ଅଶ୍ୱିନୀ କୁମାର ଷଡଙ୍ଗୀ - ବରଗଡ଼


ବିଧାୟକ ସରୋଜ ପ୍ରଧାନ - ବୌଦ୍ଧ


ବିଧାୟକ ସିଦ୍ଧାନ୍ତ ମହାପାତ୍ର - ପାରାଳାଖେମୁଣ୍ଡି


ବିଧାୟକ ରଘୁରାମ ମାଛ - କୋରାପୁଟ


ବିଧାୟକ ନରସିଂହ ମଡକାମୀ - ମାଲକାନାଗିରି


ବିଧାୟକ ସୁଧୀର ପାଟ୍ଟଯୋଷୀ - ନୁଆପଡ଼ା 


ବିଧାୟକ ଗୌରୀଶଙ୍କର ମାଝୀ - ରାୟଗଡ଼ା


ବିଧାୟକ ରଘୁନାଥ ଜଗଦଲ - ସୋନପୁର


ବିଧାୟକ ଭବାନୀ ଶଙ୍କର ଭୋଇ - ସୁନ୍ଦରଗଡ଼