Panchang 14th May 2024: ଶୁଭକାର୍ଯ୍ୟ କରିବା ପୂର୍ବରୁ ଜାଣନ୍ତୁ ପଞ୍ଚାଙ୍ଗ
Advertisement
Article Detail0/zeeodisha/odisha2247110

Panchang 14th May 2024: ଶୁଭକାର୍ଯ୍ୟ କରିବା ପୂର୍ବରୁ ଜାଣନ୍ତୁ ପଞ୍ଚାଙ୍ଗ

Panchang 14th May 2024: ବୁଧବାର ଦିନର ପଞ୍ଚାଙ୍ଗରେ ଜାଣନ୍ତୁ ଶୁଭ-ଅଶୁଭ ସମୟ ସହିତ କାଳବେଳା ଏବଂ ତିଥି ନକ୍ଷତ୍ର

Panchang 14th May 2024: ଶୁଭକାର୍ଯ୍ୟ କରିବା ପୂର୍ବରୁ ଜାଣନ୍ତୁ ପଞ୍ଚାଙ୍ଗ

Panchang 14th May 2024: ଅଦ୍ୟ ମଇ ମାସ ୧୪ ତାରିଖ ୨୦୨୪ ମସିହା (ମଙ୍ଗଳବାର)

ଶକାବ୍ଦ -୧୯୪୬ 
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ବୈଶାଖମାସ- ଶୁକ୍ଳପକ୍ଷ
ତିଥି- ସପ୍ତମୀ ରାତ୍ରି ଘ୦୪/୧୦ ଗତେ ଅଷ୍ଟମୀ
ନକ୍ଷତ୍ର- ପୂଷ୍ୟା ଦିବା ଘ୦୧/୩୮ ଗତେ ଅଶ୍ଳେଷା
ଚନ୍ଦ୍ର- କର୍କଟ 
ଯୋଗ- ଗଣ୍ଡ
କରଣ - ଗର
ସୌରମାସ- ବୃଷ ୦୧ ଦିନ

ସୁର୍ୟୋଦୟ- ପ୍ରାତଃ ଘ୦୫/୧୫/୪୪
ସୂର୍ଯ୍ୟାସ୍ତ - ସନ୍ଧ୍ୟା ଘ୦୬/୧୧/୩୭

ଯୋଗିନୀ ବାୟବ୍ୟେ ରାତ୍ରି ଘ୦୪/୧୦ ଗତେ ଐଶାନ୍ୟେ
ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମକର ରାଶିର ଘାତବାର
ଅଦ୍ୟ ମୃତେ ଦ୍ଵିପାଦ ଓ ରାତ୍ରି ଘ ୦୪/୧୦ ଗତେ ଏକପାଦ ପୁଷ୍କରଦୋଷ

କାଳବେଳା -ଦିବା ଘ ୦୧/୨୦ ଗତେ ଘ୦୨/୫୮ ମଧ୍ୟେ
ବାରବେଳା - ଦିବା ଘ ୦୬/୫୦ ଗତେ ଘ୦୮/୨୮ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା-  ଦିବା  ଘ ୦୬/୪୯ ମଧ୍ୟେ ଓ ଘ ୦୯/୧୩ ଗତେ ଘ ୧୧/୩୯ ମଧ୍ୟେ ଓ ଘ ୦୩/୦୦ ଗତେ ଘ ୦୩/୪୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ ୦୩/୩୯ ଗତେ ଘ ୦୪/୨୭ ମଧ୍ୟେ

ଅଦ୍ୟ  ତାଳ ଭକ୍ଷଣ ନିଷେଧ

ତଥ୍ୟ- ଜ୍ୟୋତିଷ ବାୟୁନନ୍ଦନ ମିଶ୍ର

Also Read- Bus Accident: କେନ୍ଦୁଝର ଘାଟିରେ ଦୁର୍ଘଟଣା, ଓଲଟିଲା ଯାତ୍ରୀବାହୀ ବସ୍

Also Read- Rashifal 14 May 2024: ମଇ ୧୪ରେ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ, ପଢନ୍ତୁ ରାଶିଫଳ