ବିନା ବ୍ରେକ୍ ଲଗାତର ପାଞ୍ଚ ଘଣ୍ଟା ଧରି ଗଢ଼ିଲେ ଶାରୀରିକ ସମ୍ପର୍କ, ବୟଫ୍ରେଣ୍ଡକୁ ଯିବାକୁ ପଡ଼ିଲା ହସ୍ପିଟାଲ
Advertisement
Article Detail0/zeeodisha/odisha1090055

ବିନା ବ୍ରେକ୍ ଲଗାତର ପାଞ୍ଚ ଘଣ୍ଟା ଧରି ଗଢ଼ିଲେ ଶାରୀରିକ ସମ୍ପର୍କ, ବୟଫ୍ରେଣ୍ଡକୁ ଯିବାକୁ ପଡ଼ିଲା ହସ୍ପିଟାଲ

'ଡେଲି ଷ୍ଟାର' ରିପୋର୍ଟ ଅନୁଯାୟୀ, ଆମେରିକାର ଲାସ୍ ଭେଗାସରେ ରହୁଥିବା ୨୭ ବର୍ଷୀୟ ଅମାଣ୍ଡା ନିକୋଲ୍ ମାଇକେଲ୍ (Amanda Nicole) ସର୍ଟେନ୍ ପୋଡକାଷ୍ଟରେ ତାଙ୍କର ପ୍ରଥମ ସେକ୍ସର କାହାଣୀ କହିଛନ୍ତି । 

ବିନା ବ୍ରେକ୍ ଲଗାତର ପାଞ୍ଚ ଘଣ୍ଟା ଧରି ଗଢ଼ିଲେ ଶାରୀରିକ ସମ୍ପର୍କ, ବୟଫ୍ରେଣ୍ଡକୁ ଯିବାକୁ ପଡ଼ିଲା ହସ୍ପିଟାଲ

ୱାଶିଂଟନ୍: ନିଜର ସେକ୍ସ ଲାଇଫ (Sex Life) କୁ ନେଇ ବିନ୍ଦାସ ରହିଆସୁଥିବା ଆମେରିକାର ମଡେଲ୍ ଅମାଣ୍ଡା ନିକୋଲ୍  (US Model Amanda Nicole) କହିଛନ୍ତି କିପରି ସେ ତାଙ୍କ ବୟଫ୍ରେଣ୍ଡ ସହିତ ଲଗାତାର ପାଞ୍ଚ ଘଣ୍ଟା ଧରି ସେକ୍ସ କରିଛନ୍ତି ଓ ଏହା ପରେ ବୟଫ୍ରେଣ୍ଡଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଛି । ଅଡଲ୍ଟ ସାଇଟ OnlyFans ରେ ନିଜର ହଟ୍ ଫଟୋ ପୋଷ୍ଟ କରିଥିବା ନିକୋଲ କହିଛନ୍ତି ଯେ ସେ ସେହି ରାତିର ଲଜ୍ଜାଜନକ କଥା ବର୍ତ୍ତମାନ ପର୍ଯ୍ୟନ୍ତ ଭୁଲି ନାହାଁନ୍ତି ।

'ଡେଲି ଷ୍ଟାର' ରିପୋର୍ଟ ଅନୁଯାୟୀ, ଆମେରିକାର ଲାସ୍ ଭେଗାସରେ ରହୁଥିବା ୨୭ ବର୍ଷୀୟ ଅମାଣ୍ଡା ନିକୋଲ୍ ମାଇକେଲ୍ (Amanda Nicole) ସର୍ଟେନ୍ ପୋଡକାଷ୍ଟରେ ତାଙ୍କର ପ୍ରଥମ ସେକ୍ସର କାହାଣୀ କହିଛନ୍ତି । ସେ କହିଛନ୍ତି ଯେ ସେ ପ୍ରଥମ ଥର ଲାଗି ସେକ୍ସ ପାଇଁ ଉତ୍ସାହିତ ଥିଲେ ଓ ସେହି ମୁହୂର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଯେତେବେଳେ ସେ ତାଙ୍କ ପ୍ରେମିକ (Boyfriend) ଙ୍କ ସହ ଅତି ନିକଟତର ହେବେ । ସେହି ରାତିକୁ ସ୍ମରଣୀୟ କରିବା ପାଇଁ ଅମାଣ୍ଡା ପୁରା ଘରକୁ ସଜାଇ ଥିଲେ ଓ ନିଜେ ସେକ୍ସି Lingerie ପୋଷାକ ପିନ୍ଧିଥିଲେ ।

ମଡେଲ କହିଛନ୍ତି ଯେ, "ଯେତେବେଳେ ମୋର ପ୍ରେମିକ ମୋତେ ସେକ୍ସି Lingerie ପୋଷାକରେ ଦେଖିଲେ, ସେ ପାଗଳ ହୋଇଗଲେ । ଏହା ପରେ ଆମେ ସବୁକିଛି ଭୁଲି ସେକ୍ସ କରିବା ଆରମ୍ଭ କଲୁ । କୌଣସି ବିରତି ବିନା ଏହି ପ୍ରକ୍ରିୟା ପ୍ରାୟ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା । ଆମେ ଦୁହେଁ ପୁରା ଝାଳରେ  ଗାଧୋଇ ସାରିଥିଲୁ । ଯେତେବେଳେ ଆମେ ଏକ ବିରତି ପାଇଁ ଅଟକିଗଲୁ, ମୁଁ ମୋର ବୟଫ୍ରେଣ୍ଡଙ୍କୁ ପଚାରିଲି ସେ କୌଣସି ଔଷଧ ଖାଇଛନ୍ତି କି ନାହିଁ, ତାଙ୍କର ଉତ୍ତର ଥିଲା 'ଭାୟାଗ୍ରା' (Viagra) । ଏହା ପରେ ଦୁହେଁ ଶୋଇବାକୁ ଯାଇଥିଲୁ ଓ ରାତି ପ୍ରାୟ ତିନିଟା ବେଳେ ମୋ ବୟଫ୍ରେଣ୍ଡ ମୋତେ ନିଦରୁ ଉଠାଇ ଦେଇଥିଲେ ।"

ଅମାଣ୍ଡା କହିଛନ୍ତି ଯେ, "ସେ ମୋତେ ନିଦରୁ ଉଠାଇ କହିଥିଲେ ଯେ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ, କାରଣ ତାଙ୍କ ପ୍ରାଇଭେଟ ପାର୍ଟରେ ଅସହ୍ୟ ଯନ୍ତ୍ରଣା ହେଉଛି । ମୁଁ ଯେତେବେଳେ ତାଙ୍କର ପ୍ରାଇଭେଟ୍ ପାର୍ଟ ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ଏହା ସମ୍ପୂର୍ଣ୍ଣ ବାଇଗଣୀ ରଙ୍ଗର ହୋଇଯାଇଥିଲା । ଏପରି ଲାଗୁଥିଲା ଯେ ଏହା ଫାଟି ଯିବ ।" 

ଏହା ବି ପଢ଼ନ୍ତୁ:-ଏହି ବଲିଉଡ଼ ଅଭିନେତ୍ରୀ ଏସବୁ ଫିଲ୍ମରେ ଦେଇଛନ୍ତି ଅତ୍ୟଧିକ ବୋଲ୍ଡ ସିନ୍, ନ୍ୟୁଡ୍ ଭିଡିଓ ମଧ୍ୟ ହୋଇସାରିଛି ଲିକ୍

ଏହା ବି ପଢ଼ନ୍ତୁ:-ବିନା ଔଷଧରେ ମଧ୍ୟ ବଢ଼ିପାରେ ପୁରୁଷଙ୍କ 'ଯୌନ ଶକ୍ତି', କେବଳ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ଏହା ବି ପଢ଼ନ୍ତୁ:-ପ୍ରଥମ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ମହିଳାଙ୍କ ଶରୀରରେ ଆସିଥାଏ ଏହି ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ:-ଏହି ୱେବ୍ ସିରିଜ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍! ମାଳ ମାଳ ବୋଲ୍ଡ ସିନ୍ ଦେଇଛନ୍ତି ଏହି ଅଭିନେତ୍ରୀ

ଏହା ପରେ ଅମାଣ୍ଡା (Amanda Nicole) ଓ ତାଙ୍କ ପ୍ରେମିକା ଡାକ୍ତରଖାନାରେ ପହଞ୍ଚିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମର୍ଫିନ୍ ଦେଇଥିଲେ, କିନ୍ତୁ କୌଣସି ସୁଫଳ ମିଳିନଥିଲା । ମଡେଲ କହିଛନ୍ତି ଯେ, କ’ଣ ଘଟୁଛି ଡାକ୍ତରମାନେ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ପରେ ଡାକ୍ତର ଏକ ଛୁଞ୍ଚି ନେଇ ବୟଫ୍ରେଣ୍ଡର ପ୍ରାଇଭେଟ୍ ପାର୍ଟରୁ ରକ୍ତ ବାହାର କଲେ, ତା’ପରେ ତାଙ୍କୁ ଆରାମ ମିଳିଥିଲା ।

ଏହି ଘଟଣାର ତିନି ବର୍ଷ ପରେ ଅମାଣ୍ଡା (Amanda Nicole) ତାଙ୍କ ପ୍ରେମିକଙ୍କ ସହ ବ୍ରେକ୍ ଅପ୍ କରିଥିଲେ । ବାସ୍ତବରେ, ଅମାଣ୍ଡାଙ୍କ ବୟଫ୍ରେଣ୍ଡ ତାଙ୍କୁ କହିଥିଲେ ଯେ ସେ ଯ ଯୌନ ସମ୍ପର୍କକୁ ବଢ଼ାଇବା ପାଇଁ ଭାୟାଗ୍ରା ନୁହେଁ, ବରଂ ବଜାରରେ ଉପଲବ୍ଧ ଏକ ସ୍ପେଶାଲ ଡ୍ରଗ୍ ସେବନ କରିଥିଲେ, ଯାହା ଦ୍ୱାରା ସେମାନେ ଦୀର୍ଘ ସମୟ ଧରି ଯୌନ ସମ୍ପର୍କ ରଖିପାରିବେ । ଅବଶ୍ୟ, ସତ୍ୟ ଶୁଣିବା ପରେ ଅମାଣ୍ଡା ପ୍ରେମିକ ଉପରେ ରାଗି ନଥିଲେ, ବରଂ ସେ ଥରେ ସମାନ ସେକ୍ସ କରିଥିଲେ, କିନ୍ତୁ ଏଥର ଏହା ଦୀର୍ଘ ସମୟ ଧରି ଚାଲି ନଥିଲା ।