ଯଦି Google ରେ ସର୍ଚ୍ଚ କରିବେ ଏହି ୩ଟି ଜିନିଷ ତ ସିଧା ଯିବେ ଜେଲ!
Advertisement

ଯଦି Google ରେ ସର୍ଚ୍ଚ କରିବେ ଏହି ୩ଟି ଜିନିଷ ତ ସିଧା ଯିବେ ଜେଲ!

Google Search: Google ରେ କିଛି ଜିନିଷ ସର୍ଚ୍ଚ କରିବା ଆପଣଙ୍କ ଉପରେ ଭାରି ପଡ଼ିପାରେ । ଆଜ୍ଞା ହଁ, ଏପରି କିଛି ଜିନିଷ ଅଛି ଯାହାକୁ ଆପଣ Google ରେ ସର୍ଚ୍ଚ କରିପାରିବେ ନାହିଁ କାରଣ ଏହା କରିବା ଏକ ଅପରାଧ ଯାହା ଆପଣଙ୍କୁ ଜେଲରେ ପଠାଇପାରେ । ତେବେ ଏପରି କେଉଁ କେଉଁ ଜିନିଷ ଅଛି ଯାହାକୁ ଭୁଲରେ ମଧ୍ୟ Google ରେ ସର୍ଚ୍ଚ କରିବା ଉଚିତ ନୁହେଁ, ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।

ଯଦି Google ରେ ସର୍ଚ୍ଚ କରିବେ ଏହି ୩ଟି ଜିନିଷ ତ ସିଧା ଯିବେ ଜେଲ!

ନୂଆଦିଲ୍ଲୀ: Google Search: ଯଦି ଆଜି ଆମକୁ ଇଣ୍ଟରନେଟରେ କିଛି ସର୍ଚ୍ଚ କରିବାର ଅଛି, ତେବେ ଆମକୁ ପ୍ରଥମେ ଗୁଗଲ (Google) କୁ ଯାଉ । କାରଣ ଏଠାରେ ଆମେ ଆବଶ୍ୟକୀୟ ସୂଚନା ପାଇଥାଉ । କିନ୍ତୁ Google ରେ କିଛି ଜିନିଷ ସର୍ଚ୍ଚ କରିବା ଆପଣଙ୍କ ଉପରେ ଭାରି ପଡ଼ିପାରେ । ଆଜ୍ଞା ହଁ, ଏପରି କିଛି ଜିନିଷ ଅଛି ଯାହାକୁ ଆପଣ Google ରେ ସର୍ଚ୍ଚ କରିପାରିବେ ନାହିଁ କାରଣ ଏହା କରିବା ଏକ ଅପରାଧ ଯାହା ଆପଣଙ୍କୁ ଜେଲରେ ପଠାଇପାରେ । ତେବେ ଏପରି କେଉଁ କେଉଁ ଜିନିଷ ଅଛି ଯାହାକୁ ଭୁଲରେ ମଧ୍ୟ Google ରେ ସର୍ଚ୍ଚ କରିବା ଉଚିତ ନୁହେଁ, ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।

୧. ଚାଇଲ୍ଡ ପର୍ଣ୍ଣୋଗ୍ରାଫି

ଏହି ଶବ୍ଦର ଅର୍ଥ ହେଉଛି ପିଲାମାନଙ୍କ ସହ ଜଡିତ ଅଶ୍ଳୀଳ ବିଷୟବସ୍ତୁର ସର୍ଚ୍ଚ କରିବା ଆପଣଙ୍କୁ ଭାରି ପଡ଼ିପାରେ । ଭାରତରେ ଏହାକୁ ନେଇ ସରକାର କଠୋର ଆଇନ ପ୍ରଣୟନ କରିଛନ୍ତି, ଯାହା ଆପଣଙ୍କୁ POSCO ଅଧିନିୟମ ଅନୁଯାୟୀ ଜେଲରେ ପହଞ୍ଚାଇପାରେ । ଯଦି ଆପଣ Google ରେ ଏହିପରି କିଛି ସର୍ଚ୍ଚ କରିବାରେ ଧରାପଡ଼ିଛନ୍ତି, ତେବେ ଆପଣଙ୍କୁ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ।

୧. ବୋମା କିପରି ତିଆରି କରିବେ 

ଯଦି ଆପଣ ଅଜାଣତରେ Google ରେ କିପରି ବୋମା ତିଆରି କରିବେ ତାହା ସର୍ଚ୍ଚ କରନ୍ତି, ତେବେ ଆପଣ ଅସୁବିଧାରେ ପଡ଼ିବେ । ଏହା କରିବା ଦ୍ୱାରା ଆପଣ ସୁରକ୍ଷା ଏଜେନ୍ସିର ରାଡାରରେ ଆସିଯିବେ ଓ ତା’ପରେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ଏହା ବି ପଢ଼ନ୍ତୁ:-ରାସନ ନେବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

ଏହା ବି ପଢ଼ନ୍ତୁ:-ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ହୋଇଛି ଭୟଙ୍କର 'ସେରେବ୍ରାଲ୍ ଆନିୟର୍ସମ୍' ରୋଗ! ଜାଣନ୍ତୁ ଏହି ରୋଗର କାରଣ ଓ ଲକ୍ଷଣ

ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ଉପରେ କୁହନ୍ତୁ ୫ଟି ଲାଇନ୍? ଜାଣନ୍ତୁ କ'ଣ କହିଲେ ପ୍ରଶାନ୍ତ କିଶୋର

 

୩. ଗର୍ଭପାତ ବିଷୟରେ ସର୍ଚ୍ଚ କରିବା 

ଯଦି ଆପଣ Google ରେ ଗର୍ଭପାତ ସମ୍ବନ୍ଧୀୟ ସୂଚନା ମଧ୍ୟ ସର୍ଚ୍ଚ କରନ୍ତି, ତେବେ ଆପଣ ଅସୁବିଧାରେ ପଡ଼ିବେ । ଏହାର କାରଣ ହେଉଛି ଭାରତ ସରକାର ଏଥିପାଇଁ କଡ଼ା ନିୟମ କରିଛନ୍ତି । ଡାକ୍ତରଙ୍କ ଅନୁମୋଦନ ପରେ ଏହା ସମ୍ଭବ, ତେଣୁ ପରବର୍ତ୍ତୀ ସମୟରେ ଏହିପରି କିଛି ସର୍ଚ୍ଚ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ।