କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ଆନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement
Article Detail0/zeeodisha/odisha893091

କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ଆନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଦକ୍ଷିଣ ରେଳବାଇ ଓ କେନ୍ଦ୍ରୀୟ ରେଳବାଇ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ରେଳପଥ ଏପ୍ରିଲ ୨୭ରୁ ମେ ୧୧ ପର୍ଯ୍ୟନ୍ତ ଅନେକ ଟ୍ରେନକୁ ବାତିଲ କରିଦେଇଛି । ଏଥି ସହିତ ଦକ୍ଷିଣ ରେଲୱେ ଏପ୍ରିଲ ୨୯ ଅର୍ଥାତ ଆଜି ଠାରୁ ଆଗାମୀ ଆଦେଶ ପର୍ଯ୍ୟନ୍ତ କିଛି ଟ୍ରେନକୁ ବାତିଲ କରିଛି ।

କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ଆନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: Indian Railways: ସାରା ଦେଶରେ କୋରୋନାର ପ୍ରଭାବ ଦେଖିବାକୁ ମିଳୁଛି । ଯେଉଁଥିପାଇଁ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏହି କାରଣରୁ ଅନେକ ରାଜ୍ୟ ମଧ୍ୟ ତାଲା ପକାଇ ଦେଇଛନ୍ତି । ବର୍ତ୍ତମାନ କୋରୋନାର ପ୍ରଭାବ ଟ୍ରେନର ସଞ୍ଚାଳନ ଉପରେ ପଡ଼ିବା ଆରମ୍ଭ କରିଛି । ଯାତ୍ରୀଙ୍କ ସଂଖ୍ୟା ହ୍ରାସ ହେତୁ ଅନେକ ଟ୍ରେନକୁ ବାତିଲ କରିବାକୁ ପଡୁଛି । ଯଦି ଆପଣ ମଧ୍ୟ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି, ତେବେ ସର୍ବପ୍ରଥମେ ଆପଣ ନିଶ୍ଚିତ ଭାବରେ ଆପଣଙ୍କର ଟ୍ରେନର ସ୍ଥିତି ଯାଞ୍ଚ କରି ନିଅନ୍ତୁ ।

ଅଧିକ ପଢ଼ନ୍ତୁ:-LPG ଗ୍ୟାସ୍ ସିଲିଣ୍ଡର ଶସ୍ତା ହେଲା ନା ମହଙ୍ଗା? ତୁରନ୍ତ ଚେକ୍ କରନ୍ତୁ ମେ ୧ର ରେଟ୍

ଦକ୍ଷିଣ ରେଳବାଇ ଓ କେନ୍ଦ୍ରୀୟ ରେଳବାଇ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ରେଳପଥ ଏପ୍ରିଲ ୨୭ରୁ ମେ ୧୧ ପର୍ଯ୍ୟନ୍ତ ଅନେକ ଟ୍ରେନକୁ ବାତିଲ କରିଦେଇଛି । ଏଥି ସହିତ ଦକ୍ଷିଣ ରେଲୱେ ଏପ୍ରିଲ ୨୯ ଅର୍ଥାତ ଆଜି ଠାରୁ ଆଗାମୀ ଆଦେଶ ପର୍ଯ୍ୟନ୍ତ କିଛି ଟ୍ରେନକୁ ବାତିଲ କରିଛି ।

ଅଧିକ ପଢ଼ନ୍ତୁ:-ଯଦି ପାନ କାର୍ଡରେ ଅଛି ତ୍ରୁଟି, ତେବେ ଏହାକୁ ସହଜ ଉପାୟରେ ଅନଲାଇନରେ କରନ୍ତୁ ଠିକ୍

କେନ୍ଦ୍ରୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନ୍

୧. 02109/02110 ମୁମ୍ବାଇ-ମନମାଦ-ମୁମ୍ବାଇ ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ ୨୭ରୁ ମେ ୧୦ ୨୦୨୧ ପର୍ଯ୍ୟନ୍ତ ବାତିଲ ହୋଇଛି ।

୨. 02015/02016 ମୁମ୍ବାଇ-ପୁଣେ-ମୁମ୍ବାଇ ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ ୨୭ରୁ ମେ ୧୦ ୨୦୨୧ ପର୍ଯ୍ୟନ୍ତ ବାତିଲ ହୋଇଛି ।

୩. 02113 ପୁଣେ-ନାଗପୁର ତୈ-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ ୨୮ରୁ ମେ ୧୦ ପର୍ଯ୍ୟନ୍ତ ବାତିଲ ହୋଇଛି ।