ଭାରତୀୟ ରେଲୱେ ନିଯୁକ୍ତି 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ (Indian Railways Recruitment 2021)
Trending Photos
ନୂଆଦିଲ୍ଲୀ: Indian Railways Recruitment 2021: ଭାରତୀୟ ରେଳ (Indian Railways) ଦକ୍ଷିଣ କେନ୍ଦ୍ରୀୟ ରେଳ (South Central Railways) ଅଧୀନରେ ଥିବା ନର୍ସିଂ ସୁପରିଟେଣ୍ଡେଣ୍ଟ, ଲ୍ୟାବ ଆସିଷ୍ଟାଣ୍ଟ ଏବଂ ହସ୍ପିଟାଲ ଆଟେଣ୍ଡାଣ୍ଟ (Indian Railway Recruitment 2021) ର ୪୦ଟି ପଦ ପାଇଁ ଆବେଦନ ମାଗିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି (Indian Railway Recruitment 2021) ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ scr.indianrailways.gov.in ଭିଜିଟ୍ କରି ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ (Indian Railway Recruitment 2021) ହେଉଛି ମେ ୧୫,୨୦୨୧ ।
ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ପୁଣି ୯,୩୨୯ କୋରୋନା ସଂକ୍ରମିତ
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ (scr.indianrailways.gov.in) ଉପରେ ସିଧାସଳଖ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ (Indian Railway Recruitment 2021) ଆବେଦନ କରିପାରିବେ । ଆହୁରି ମଧ୍ୟ ଏହି ଲିଙ୍କ୍ ମାଧ୍ୟମରେ ଆପଣ ସରକାରୀ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ । ଏହି ନିଯୁକ୍ତି (Indian Railway Recruitment 2021) କେନ୍ଦ୍ରୀୟ ରେଲୱେ ହସ୍ପିଟାଲ ଲଲ୍ଲାଗୁଡ଼ା, ସିକନ୍ଦରାବାଦରେ ଅସ୍ଥାୟୀ ରୂପେ COVID-19 ରୋଗୀଙ୍କ ପାଇଁ 31.03.2022 ପର୍ଯ୍ୟନ୍ତ ଅଛି ।
ଅଧିକ ପଢ଼ନ୍ତୁ:-ମହିଳାଙ୍କ ମୃତ୍ୟୁକୁ ନେଇ ଭିମସାର କୋଭିଡ ହସ୍ପିଟାଲରେ ଉତ୍ତେଜନା
ଭାରତୀୟ ରେଲୱେ ନିଯୁକ୍ତି 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ (Indian Railways Recruitment 2021)
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ: ମେ ୧୫, ୨୦୨୧
ଭାରତୀୟ ରେଳ ନିଯୁକ୍ତି 2021 ପାଇଁ ଯୋଗ୍ୟତା ମାନଦଣ୍ଡ
ନର୍ସିଂ ସୁପରିଟେଣ୍ଡେଣ୍ଟ: ପ୍ରାର୍ଥୀମାନେ ନର୍ସିଂ କାଉନସିଲ୍ ଅଫ୍ ଇଣ୍ଡିଆ କିମ୍ବା କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ B.Sc.(ନର୍ସିଂ) ଡିଗ୍ରୀ ହାସଲ କରିବା ଆବଶ୍ୟକ ।
ଲ୍ୟାବ୍ ଆସିଷ୍ଟାଣ୍ଟ: ପ୍ରାର୍ଥୀମାନେ ଦଶମ, ଦ୍ୱାଦଶ ସାଇନ୍ସ ଷ୍ଟ୍ରିମ୍ ସହିତ ଡିପ୍ଲୋମା ଇନ୍ ମେଡିକାଲ୍ ଲାବୋରେଟୋରୀ ଟେକ୍ନୋଲୋଜି (DMLT) ରହିବା ଆବଶ୍ୟକ ।
ହସ୍ପିଟାଲ୍ ଆଟେଣ୍ଡାଣ୍ଟ: ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ / ଅନୁଷ୍ଠାନରୁ ଦଶମ ପାସ୍ କିମ୍ବା ITI ହେବା ଆବଶ୍ୟକ ।
ଅଧିକ ପଢ଼ନ୍ତୁ:-ଆଉ ୨୪ ଘଣ୍ଟା କାଳବୈଶାଖୀ, ପୁଣି ବଢିବ ତାତି
ଭାରତୀୟ ରେଳ ନିଯୁକ୍ତି 2021 ପାଇଁ ବୟସ ସୀମା (Indian Railways Recruitment 2021)
ନର୍ସିଂ ସୁପରିଟେଣ୍ଡେଣ୍ଟ: ପ୍ରାର୍ଥୀଙ୍କ ବୟସ ସୀମା ୨୦ ବର୍ଷରୁ କମ୍ ହେବା ଉଚିତ୍ ନୁହେଁ ।
ଲ୍ୟାବ୍ ଆସିଷ୍ଟାଣ୍ଟ: ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ କମ୍ ହେବା ଉଚିତ୍ ନୁହେଁ ।
ହସ୍ପିଟାଲ୍ ଆଟେଣ୍ଡାଣ୍ଟ: ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ କମ୍ ହେବା ଉଚିତ୍ ନୁହେଁ ।