ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ମାଧ୍ୟମରେ ୩୩୭୮ ପଦକୁ ପୂରଣ କରାଯିବ । ପ୍ରାର୍ଥୀଙ୍କ ନିଯୁକ୍ତି ତାମିଲନାଡୁର ଚେନ୍ନାଇରେ କରାଯିବ । ଭର୍ତ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜୁନ୍ ୧ରୁ ଆରମ୍ଭ ହେବ । ଯେତେବେଳେ କି ଆବେଦନର ଶେଷ ହେଉଛି ଜୁନ ୩୦ ।
Trending Photos
ନୂଆଦିଲ୍ଲୀ: Indian Railway Recruitment 2021: ଦକ୍ଷିଣ ରେଲୱେ (Southern Railway) ତରଫରୁ ଦଶମ/ଆଇଟିଆଇ ପାସ୍ ପ୍ରାର୍ଥୀଙ୍କୁ ଭର୍ତ୍ତି କରାଯାଉଛି । ଯେଉଁ ପ୍ରାର୍ଥୀମାନେ ଏସବୁ ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ଅଧିକ ପଢ଼ନ୍ତୁ:-ଏଠାରେ ଯଦି ଜୁନ ୩୦ ସୁଦ୍ଧା ସରକାରୀ କର୍ମଚାରୀ ନ ଲଗାଇବେ ଟିକା ତ ମିଳିବ ନାହିଁ ବେତନ
ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ମାଧ୍ୟମରେ ୩୩୭୮ ପଦକୁ ପୂରଣ କରାଯିବ । ପ୍ରାର୍ଥୀଙ୍କ ନିଯୁକ୍ତି ତାମିଲନାଡୁର ଚେନ୍ନାଇରେ କରାଯିବ । ଭର୍ତ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜୁନ୍ ୧ରୁ ଆରମ୍ଭ ହେବ । ଯେତେବେଳେ କି ଆବେଦନର ଶେଷ ହେଉଛି ଜୁନ ୩୦ ।
Indian Railway Recruitment 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ
ଅନଲାଇନ୍ ଆବେଦନ ପାଇଁ ଆରମ୍ଭ ତାରିଖ- ଜୁନ ୧,୨୦୨୧ରୁ ଆରମ୍ଭ ।
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ- ଜୁନ୍ ୩୦, ୨୦୨୧ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ।
ଅଧିକ ପଢ଼ନ୍ତୁ:-ଭାରତରେ ମିଳିଲା କୋରୋନାର ୧୨୦ରୁ ଅଧିକ ମ୍ୟୁଟେସନ୍, ୮ଟି ସବୁଠାରୁ ମାରାତ୍ମକ; ଅଧ୍ୟୟନରେ ହେଲା ଖୁଲାସା
Indian Railway Recruitment 2021 ପାଇଁ ଯୋଗ୍ୟତା ମାନଦଣ୍ଡ
ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ/ITI ପାସ୍ କରିବା ଆବଶ୍ୟକ ।
Indian Railway Recruitment 2021 ପାଇଁ ବୟସ ସୀମା
ପ୍ରାର୍ଥୀଙ୍କ ବୟସ ସୀମା ୧୫ରୁ ୨୪ ବର୍ଷ ମଧ୍ୟରେ ହେବା ଆବଶ୍ୟକ ।
ଏପରି କରନ୍ତୁ ଆବେଦନ
ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ @sr.indianarail.ogov.in ଭିଜିଟ୍ କରି ଆବେଦନ କରିପାରିବେ । ଅଫିସିଆଲ୍ ୱେବସାଇଟରେ ଆବେଦନ ଲିଙ୍କ୍ ଦିଆଯାଇଛି ।