ଭାରତୀୟ ରେଲୱେରେ ୩୩୭୮ ପଦ ପାଇଁ ଆବେଦନର ଶେଷ ତାରିଖ ଜୁନ୍ ୩୦, ଶୀଘ୍ର କରନ୍ତୁ ଅପ୍ଲାଇ
Advertisement

ଭାରତୀୟ ରେଲୱେରେ ୩୩୭୮ ପଦ ପାଇଁ ଆବେଦନର ଶେଷ ତାରିଖ ଜୁନ୍ ୩୦, ଶୀଘ୍ର କରନ୍ତୁ ଅପ୍ଲାଇ

ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ମାଧ୍ୟମରେ ୩୩୭୮ ପଦକୁ ପୂରଣ କରାଯିବ । ପ୍ରାର୍ଥୀଙ୍କ ନିଯୁକ୍ତି ତାମିଲନାଡୁର ଚେନ୍ନାଇରେ କରାଯିବ । ଭର୍ତ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜୁନ୍ ୧ରୁ ଆରମ୍ଭ ହେବ । ଯେତେବେଳେ କି ଆବେଦନର ଶେଷ ହେଉଛି ଜୁନ ୩୦ ।

ଭାରତୀୟ ରେଲୱେରେ ୩୩୭୮ ପଦ ପାଇଁ ଆବେଦନର ଶେଷ ତାରିଖ ଜୁନ୍ ୩୦, ଶୀଘ୍ର କରନ୍ତୁ ଅପ୍ଲାଇ

ନୂଆଦିଲ୍ଲୀ: Indian Railway Recruitment 2021: ଦକ୍ଷିଣ ରେଲୱେ (Southern Railway) ତରଫରୁ ଦଶମ/ଆଇଟିଆଇ ପାସ୍ ପ୍ରାର୍ଥୀଙ୍କୁ ଭର୍ତ୍ତି କରାଯାଉଛି । ଯେଉଁ ପ୍ରାର୍ଥୀମାନେ ଏସବୁ ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ଅଧିକ ପଢ଼ନ୍ତୁ:-ଏଠାରେ ଯଦି ଜୁନ ୩୦ ସୁଦ୍ଧା ସରକାରୀ କର୍ମଚାରୀ ନ ଲଗାଇବେ ଟିକା ତ ମିଳିବ ନାହିଁ ବେତନ

ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ମାଧ୍ୟମରେ ୩୩୭୮ ପଦକୁ ପୂରଣ କରାଯିବ । ପ୍ରାର୍ଥୀଙ୍କ ନିଯୁକ୍ତି ତାମିଲନାଡୁର ଚେନ୍ନାଇରେ କରାଯିବ । ଭର୍ତ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜୁନ୍ ୧ରୁ ଆରମ୍ଭ ହେବ । ଯେତେବେଳେ କି ଆବେଦନର ଶେଷ ହେଉଛି ଜୁନ ୩୦ ।

Indian Railway Recruitment 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ 

ଅନଲାଇନ୍ ଆବେଦନ ପାଇଁ ଆରମ୍ଭ ତାରିଖ- ଜୁନ ୧,୨୦୨୧ରୁ ଆରମ୍ଭ ।

ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ- ଜୁନ୍ ୩୦, ୨୦୨୧ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ।

ଅଧିକ ପଢ଼ନ୍ତୁ:-ଭାରତରେ ମିଳିଲା କୋରୋନାର ୧୨୦ରୁ ଅଧିକ ମ୍ୟୁଟେସନ୍, ୮ଟି ସବୁଠାରୁ ମାରାତ୍ମକ; ଅଧ୍ୟୟନରେ ହେଲା ଖୁଲାସା

Indian Railway Recruitment 2021 ପାଇଁ ଯୋଗ୍ୟତା ମାନଦଣ୍ଡ 

ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ/ITI ପାସ୍ କରିବା ଆବଶ୍ୟକ । 

Indian Railway Recruitment 2021 ପାଇଁ ବୟସ ସୀମା 

ପ୍ରାର୍ଥୀଙ୍କ ବୟସ ସୀମା ୧୫ରୁ ୨୪ ବର୍ଷ ମଧ୍ୟରେ ହେବା ଆବଶ୍ୟକ ।

ଏପରି କରନ୍ତୁ ଆବେଦନ

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ @sr.indianarail.ogov.in ଭିଜିଟ୍ କରି ଆବେଦନ କରିପାରିବେ । ଅଫିସିଆଲ୍ ୱେବସାଇଟରେ ଆବେଦନ ଲିଙ୍କ୍ ଦିଆଯାଇଛି ।