Babar Azam MMS Video: ସାଥୀ ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ସହ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲେ ବାବର ଆଜମ, ଅଶ୍ଳୀଳ MMS ଭାଇରାଲ
Advertisement

Babar Azam MMS Video: ସାଥୀ ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ସହ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲେ ବାବର ଆଜମ, ଅଶ୍ଳୀଳ MMS ଭାଇରାଲ

Babar Azam MMS Video: ଭାଇରାଲ ଭିଡିଓରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଏକ ଅଜବ ଅବସ୍ଥାରେ ଦେଖିବାକୁ ମିଳୁଛି । ଯଦି ଏହି ଖବରକୁ ବିଶ୍ୱାସ କରାଯାଏ ତେବେ ବାବର ଆଜମ ନିଜ ସାଥୀ ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ସହିତ ଏପରି ଅଶ୍ଳୀଳ କାର୍ଯ୍ୟ କରିଛନ୍ତି । 

Babar Azam MMS Video: ସାଥୀ ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ସହ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲେ ବାବର ଆଜମ, ଅଶ୍ଳୀଳ MMS ଭାଇରାଲ

Babar Azam MMS Video: ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ (Babar Azam) ତାଙ୍କ ଖରାପ ଅଧିନାୟକତ୍ୱ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ତାଙ୍କଠାରୁ ଅଧିନାୟକତ୍ୱ ଛଡ଼ାଯାଇପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ବାବର ଆଜମଙ୍କର ଏକ ଏମଏମଏସ (Babar Azam MMS) ଭାଇରାଲ ହେଉଛି । ଯେଉଁଥିରେ ତାଙ୍କୁ ଅଶ୍ଳୀଳ ଅବସ୍ଥାରେ ଦେଖାଯାଉଛି । ତାଙ୍କର ଏହି MMS ଇଣ୍ଟରନେଟରେ ନିଆଁ ପରି ବ୍ୟାପି ସାରିଛି । ଏହା ଦେଖିବା ପରେ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବାବାର ଆଜମ ନିଜ ସାଥୀଙ୍କ ଗର୍ଲଫ୍ରେଣ୍ଡ ସହିତ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛନ୍ତି । ଭାଇରାଲ ଭିଡିଓରେ ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) ଙ୍କୁ ଏକ ଅଜବ ଅବସ୍ଥାରେ ଦେଖିବାକୁ ମିଳୁଛି । ଯଦି ଏହି ଖବରକୁ ବିଶ୍ୱାସ କରାଯାଏ ତେବେ ବାବର ଆଜମ (Babar Azam) ନିଜ ସାଥୀ ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ସହିତ ଏପରି ଅଶ୍ଳୀଳ କାର୍ଯ୍ୟ କରିଛନ୍ତି । ତାଙ୍କର ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । ତେବେ, ଆମର ୱେବସାଇଟ୍ Zee Odisha News ଏହି ଭାଇରାଲ୍ ଭିଡିଓରେ କେତେ ସତ୍ୟତା ଅଛି ତାହା ନିଶ୍ଚିତ କରେ ନାହିଁ ।

https://twitter.com/niiravmodi/status/1614709104949465088?ref_src=twsrc%...

ପାକିସ୍ତାନୀ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ (Babar Azam) ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ସୁନାମ ଅର୍ଜନ କରୁଛନ୍ତି । କିନ୍ତୁ ନିକଟ ଅତୀତରେ ଏକ ଅଭିଯୋଗ ଯୋଗୁଁ ବାବର ଆଜମ (Babar Azam) ବିବାଦ ଭିତରକୁ ଆସିଯାଇଥିଲେ । ଯେତେବେଳେ ଜଣେ ମହିଳା ବାବର ଆଜମଙ୍କ ବିରୋଧରେ ବାହାଘରର ପ୍ରତିଶୃତି ଦେଇ ୧୦ ବର୍ଷ ପର୍ଯ୍ୟନ୍ତ ଯୌନ ଶୋଷଣ କରିଥିବା ଅଭିଯୋଗ କରିଥିଲେ ।

ବାବର ଆଜମ (Babar Azam) ଙ୍କ ବିରୋଧରେ ଗୁରୁତର ଅଭିଯୋଗ କରି ସେହି ମହିଳା ଜଣକ କହିଥିଲେ ଯେ, ଯେତେବେଳେ ମୁଁ ଗର୍ଭବତୀ ହେଲି, ବାବର ଆଜମ ମୋ ସହ ମାଡ଼ପିଟ୍ କରୁଥିଲେ ଓ ମୋତେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କ ପାଇଁ ୧୫ ଜାନୁଆରୀ ହେଉଛି ଖାସ୍, ଶ୍ରୀଲଙ୍କା ଏ ବିଷୟରେ ଜାଣିଥାନ୍ତେ ତ ମ୍ୟାଚର ତାରିଖ ବଦଳାଇଥାନ୍ତା!

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଆର ଅଶ୍ୱିନ, କହିଲେ-କୌଣସି ଅଧିନାୟକଙ୍କ ଠାରୁ KBC ଭଳି...

ଅଧିକ ପଢ଼ନ୍ତୁ:-ବିମାନ ଦୁର୍ଘଟଣା ହେବା ପୂର୍ବରୁ କଣ୍ଟ୍ରୋଲ ରୁମକୁ କ'ଣ କହିଥିଲେ ପାଇଲଟ୍?

ଏଠାରେ କହି ରଖୁଛୁ ଯେ, ବାବର ଆଜମ (Babar Azam) ଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦାବି ହେଉଛି ଯେ ପାକିସ୍ତାନୀ ଅଧିନାୟକ ନିଜ ଦଳର ସଦସ୍ୟଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଅଛନ୍ତି । ସେ ସେକ୍ସ ଚାଟ୍ କରୁଛନ୍ତି ଓ କହୁଛନ୍ତି କି ମହିଳାଙ୍କ କ୍ରିକେଟର ବଏଫ୍ରେଣ୍ଡକୁ ଦଳରୁ ବାହାର କରାଯିବ ନାହିଁ । ସେପଟେ ଏହା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ବାବର ଆଜମଙ୍କ ଦ୍ୱାରା କୌଣସି ବୟାନ ଜାରି କରାଯାଇ ନାହିଁ। ସୋସିଆଲ ମିଡିଆରେ କିଛି ପ୍ରଶଂସକ ମଧ୍ୟ ଏହାକୁ ତାଙ୍କ ଛବିକୁ ଖରାପ କରିବାକୁ ଏକ ପ୍ରୟାସ ବୋଲି କହୁଛନ୍ତି ।