Israel-Palestine Conflict: ଇସ୍ରାଏଲ ଉପରେ ହାମାସର ଆକ୍ରମଣ ପରେ ଭାରତ ସରକାର ନିଜ ନାଗରିକଙ୍କ ପାଇଁ ଜାରି କଲେ ଆଡଭାଇଜରୀ
Advertisement
Article Detail0/zeeodisha/odisha1904661

Israel-Palestine Conflict: ଇସ୍ରାଏଲ ଉପରେ ହାମାସର ଆକ୍ରମଣ ପରେ ଭାରତ ସରକାର ନିଜ ନାଗରିକଙ୍କ ପାଇଁ ଜାରି କଲେ ଆଡଭାଇଜରୀ

Israel-Palestine Conflict: ଭାରତ ସରକାର ଅନାବଶ୍ୟକ କାର୍ଯ୍ୟକଳାପ ଠାରୁ ଦୂରେଇ ରହିବା ଓ ସୁରକ୍ଷିତ ସ୍ଥାନରେ ରହିବାକୁ ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ।

ସାଙ୍କେତିକ ଛବି

India Issues Advisory For Its Nationals In Israel: ଇସ୍ରାଏଲ ଓ ହାମାସ ମଧ୍ୟରେ ବିବାଦ ପରେ ଭାରତ ଏକ ଆଡଭାଇଜରୀ ଜାରି କରିଛି । ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଭାରତ ଅନୁରୋଧ କରିଛି । ଏହା ସହିତ ଭାରତ ସରକାର ଇସ୍ରାଏଲକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛି । ଅନାବଶ୍ୟକ କାର୍ଯ୍ୟକଳାପ ଠାରୁ ଦୂରେଇ ରହିବା ଓ ନିରାପଦ ସ୍ଥାନରେ ରହିବାକୁ ସରକାର ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି ।