ନ୍ୟୁୟର୍କର ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପନ ହେବ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି
Advertisement

ନ୍ୟୁୟର୍କର ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପନ ହେବ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି

Swami Ramdev's statue: ଯୋଗଗୁର ବାବା ରାମଦେବଙ୍କର ଏକ ମହମ ପ୍ରତିମୂର୍ତ୍ତି ନ୍ୟୁୟର୍କର ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ଉନ୍ମୋଚିତ ହେବ।

ନ୍ୟୁୟର୍କର ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପନ ହେବ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି

Swami Ramdev's statue: ନ୍ୟୁୟର୍କର ପ୍ରତିଷ୍ଠିତ ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପନ ହେବ ଯୋଗଗୁରୁ ବାବା ରାମଦେବଙ୍କ ମୂର୍ତ୍ତି । ମ୍ୟାଡାମ୍ ତୁସାଦ ସଂଗ୍ରହାଳୟ ଟାଇମ୍ସ ସ୍କୋୟାରର ମଧ୍ୟ ଭାଗରେ ରହିଛି । ପ୍ରଥମ ସାଧୁ ଭାବରେ ଆମେରିକାର ପ୍ରତିଷ୍ଠିତ ସଂଗ୍ରହାଳୟରେ ବାବା ରାମଦେବ ସ୍ଥାନ ପାଇବାକୁ ଯାଉଛନ୍ତି ।

Video:

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ମ୍ୟାଡାମ ତୁସାଦ ସଂଗ୍ରହାଳୟରେ ସମଗ୍ର ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସ୍ଥାନ ଦିଆଯାଇଥାଏ । ମ୍ୟାଡାମ ତୁସାଦ ଲଣ୍ଡନ ସ୍ଥିତ ସଂଗ୍ରହାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । ସେହିପରି ନ୍ୟୁୟର୍କର ମ୍ୟାଡାମ ତୁସାଦ ସଂଗ୍ରହାଳୟରେ ଔଶ୍ୱର୍ଯ୍ୟା ବଚ୍ଚନ, ସଲମନ ଖାନ୍, ଶାହାରୁଖ ଖାନଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । କେବଳ ସେତିକି ନୁହେଁ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଲଣ୍ଡନ, ହଂକଂ, ବ୍ୟାଙ୍କକ୍, ସିଙ୍ଗାପୁର, ସ୍ମଲ ଫ୍ରାନ୍ସିକୋ, ନୂଆଦିଲ୍ଲୀ ଏବଂ ୱାଶିଂଟନ ଡିସିରେ ସ୍ଥାନ ଦିଆଯାଇଛି ।

Also Read- OnePlus 12: ଶସ୍ତାରେ କିଣନ୍ତୁ ଏହି ଫୋନ, ରହିଛି ଜବରଦସ୍ତ ଫିଚର

Also Read- Mangal Gochar 2024: ମକର ରଶିରେ ମଙ୍ଗଳ ଚଳନ, ଏହି ୪ଟି ରାଶିର ବଦଳାଇବ ଭାଗ୍ୟ