Arundhati Vasistha Star: କାହିଁକି ବାହାଘର ସମୟରେ ତାରା ଦେଖିଥାନ୍ତି ବରକନ୍ୟା, ଜାଣନ୍ତୁ ରହସ୍ୟ
Arundhati Vasistha Star Rituals:ଆଦିମ ମଣିଷ ଆକାଶକୁ ପୃଥିବୀର ଘୋଡ଼ଣୀ ବୋଲି ଧରି ନେଇଥିଲା । ମଣିଷ ସମାଜ ଆଗେଇବା ସହିତ ଆକାଶ ବିଷୟରେ କେତେ ନୂଆ ଚିନ୍ତା ଆସିଲା । ତେବେ ବଶିଷ୍ଠ ଓ ଅରୁନ୍ଧତୀଙ୍କୁ ମ୍ୟାରଜ ଷ୍ଟାର ବୋଲି ବିବେଚନା କରାଯାଏ।
)
ଆକାଶରେ ଏହି ଟ୍ୱିନ ଷ୍ଟାର ବା Arundhati-Vasistha ତାରାଙ୍କୁ Mizar ଓ Alcor ବୋଲି ବୈଜ୍ଞାନିକ ଭାଷା ଓ ଭାରତର ଶାସ୍ତ୍ର ବିଦ୍ୟାରେ କୁହାଯାଏ।
)
ଏହି ଦୁଇ ତାରାକୁ ବିବାହର ପ୍ରତିକ ବୋଲି ଧରାଯାଏ। Vashistha ଏବଂ Arundhati ହେଉଛନ୍ତି ବିବାହିତ ଦମ୍ପତ୍ତି। Vashistha ଓ Arundhatiଙ୍କୁ ସବୁଠାରୁ ଆଦର୍ଶ ଦମ୍ପତ୍ତି ବୋଲି ବିବେଚନା କରାଯାଏ।
)
Vashistha ଓ Arundhatiଙ୍କୁ ବିବାହର ସବୁଠାରୁ ସଚ୍ଚୋଟ ଓ ବିଶ୍ୱସ୍ତ ଯୋଡି ବୋଲି କୁହାଯାଏ।
ହିନ୍ଦୁ ସମାଜରେ ବିବାହ ସମୟରେ ଖାସ୍ କରି ଦକ୍ଷିଣ ଭାରତୀୟ ମାନଙ୍କ କ୍ଷେତ୍ରରେ ଏହି ପରମ୍ପରା ରହିଆସିଛି । ବିବାହ ପରେ ମଣ୍ଡପରୁ ତଳକୁ ଓହ୍ଲାଇ ବର କନ୍ୟାକୁ ଏହି ଦୁଇ ତାରାକୁ ଦେଖାଇଥାଏ।
ବର କନ୍ୟାକୁ Vashistha ଓ Arundhatiତାରାଙ୍କୁ ଦେଖାଇବାର ଅର୍ଥାତ୍ ବିବାହ ପରେ ସୁଖ ଓ ଦାମ୍ପତ୍ୟ ଜୀବନ ସୁଖମୟର ଏକ ପ୍ରତୀକ ।
ଏହି ତାରା ମଧ୍ୟରୁ ଜଣେ ସ୍ଥିର ରହିଥିବା ବେଳେ ଅନ୍ୟ ତାରାଟି ତା ଚାରି ପଟେ ଘୁରିବୁଲେ । ପରେ ଉଭୟ ତାରା ନିଜ ନିଜ ପାର୍ଶ୍ୱରେ ଘୁରିବାକୁ ଲାଗନ୍ତି। ଏହାର ଅର୍ଥ ସବୁ ସ୍ଥିତିରେ ସ୍ୱାମୀ ସ୍ତ୍ରୀ ଏକା ସାଥୀରେ ରହିବା ଦରକାର