Sara Tendulkar: ଶୁବମନ ଗିଲଙ୍କ ସଫଳତା ପାଇଁ କାହିଁକି ସାରାଙ୍କୁ ମିଳୁଛି କ୍ରେଡ଼ିଟ୍? ଫଟୋ ମାଧ୍ୟମରେ ଜାଣନ୍ତୁ କିଛି ରୋଚକ କଥା
Sara Tendulkar: ସାରାଙ୍କ ସୁନ୍ଦରତା ଆଗରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନେ ମଧ୍ୟ ଫିକା ପଡ଼ିଯାଆନ୍ତି। ସାରା ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହୁଥିବା ବେଳେ ତାଙ୍କ ଇନଷ୍ଟାଗ୍ରାମରେ ୨.୫ ମିଲିୟନ୍ ଫଲୋଅର୍ସ ଅଛନ୍ତି। ତେବେ ଚାଲନ୍ତୁ ଦେଖିବା ସାରାଙ୍କର କିଛି ସୁନ୍ଦର ଫଟୋ ।
)
ଯେଉଁ ଗ୍ରାଉଣ୍ଡରେ ଶୁବମନ ଗିଲ ଭଲ ପ୍ରଦର୍ଶନ କରିଥାଆନ୍ତି ସେହି ଷ୍ଟାଡି଼ୟମରେ ସାରା ସାରା ଶୁଣିବାକୁ ମିଳିଥାଏ । ତେବେ ସାରାଙ୍କ ସୋସିଆଲ ମିଡ଼ିଆରେ ବେଶ ଆକ୍ଟିଭ ରହୁନ୍ତି ।
)
ଟି -20 ମ୍ୟାଚ୍ ସମୟରେ ଦେଖିବାକୁ ମିଳିଥିଲା ଯେ ପ୍ରଶଂସକ ମାନେ ସାରାଙ୍କ ନାମରେ ଶୁବମନ ଗିଲଙ୍କୁ ଥଟ୍ଟା କରିଥିଲେ। ଶୁବମନ ଗିଲ ଓ ସାରାଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ବେଶ ଚର୍ଚ୍ଚା ହୋଇଥିଲା କିନ୍ତୁ ଦୁହେଁ ନିଜ ସପଂର୍କକୁ ନେଇ କୌଣସି କମେଣ୍ଟ କରିନଥିଲେ ।
)
କ୍ରିକେଟରୁ ଅବସର ନେବା ପରେ ସଚିନ୍ ତେନ୍ଦୁଲକର ଓ ତାଙ୍କ ପରିବାର ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ଚେଷ୍ଟା କରିଥିଲେ କିନ୍ତୁ ସାରା ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କୁ ସମସ୍ତ ଅପଡେଟ୍ ଦେଉଥିଲେ ।
ସାରା ତେନ୍ଦୁଲକରଙ୍କ ପାଠ ପଢିବା ପରେ ମଡେଲିଂରେ ଡେବ୍ୟୁ କରିଥିଲେ। ଏହି ସମୟରେ ସେ ଫଟୋ ସୁଟର କିଛି ଫଟୋ ସେ ନିଜ ସୋସିଆଲ ମିଡିଆ ଆକାଣ୍ଟରେ ସେୟାର କରିଥିଲେ।
ସାରା ତେନ୍ଦୁଲକରଙ୍କ ପାଠ ପଢିବା ପରେ ମଡେଲିଂରେ ଡେବ୍ୟୁ କରିଥିଲେ। ଏହି ସମୟରେ ସେ ଫଟୋ ସୁଟର କିଛି ଫଟୋ ସେ ନିଜ ସୋସିଆଲ ମିଡିଆ ଆକାଣ୍ଟରେ ସେୟାର କରିଥିଲେ।
ସାରା ଧୀରୁବାଇ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟରେ ନିଜର ପ୍ରାରମ୍ଭିକ ଶିକ୍ଷା ସାରିବା ପରେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।
ସାରା ୧୨ ଅକ୍ଟୋବର ୧୯୯୭ରେ ଜନ୍ମଗ୍ରହଣ କରିଥିଲେ । ସେ ୨୫ ବର୍ଷୀୟା ସାରା ଅନେକ ବିଜ୍ଞାପନ ନଜର ଆସିଛନ୍ତି ।
ସାରାଙ୍କର ଏକ ବ୍ରାଇଡା଼ଲ ଲୁକର ଫଟୋ ସୋସିଆଲ ମିଡି଼ଆରେ ବେଶ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଏକ ଗୋଲାପି ରଙ୍ଗର ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଥି୍ଲେ ।
ସାରା ତେନ୍ଦୁଲକର ଆଇପିଏଲ ସମୟରେ ତାଙ୍କ ମା ଓ ସାଙ୍ଗ ମାନଙ୍କ ସହିତ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଦେଖିବାକୁ ଆସନ୍ତି ।