ନିଜ ମା`ବାପାଙ୍କୁ ଘରେ ରଖନ୍ତି ନାହିଁ ଏହି ୫ ବଲିଉଡ ତାରକା, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଏହି ତାରକାମାନେ ନିଜ ପରିବାରଠାରୁ ଦୂରରେ ରୁହନ୍ତି ।

Tue, 31 Aug 2021-3:09 pm,
1/6

ନୂଆଦିଲ୍ଲୀ: ସିନେ ଜଗତର ଅନେକ ତାରକା ଅଛନ୍ତି ଯେଉଁମାନେ ନିଜ ପରିବାରଠାରୁ ଦୂରରେ ଏକ ଅଲଗା ଘରେ ରୁହନ୍ତି । ସେମାନେ ପ୍ରାଇଭେସିକୁ ଖାସ୍ ପସନ୍ଦ କରନ୍ତି । ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ...

2/6

ଆଲିଆ ଭଟ୍ଟ (Alia Bhatt)

ଅଭିନେତ୍ରୀ ଆଲିଆ ଭଟ୍ଟ (Alia Bhatt) ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ସେ ନିଜ ଫ୍ଲାଟରେ ପରିବାର ସଦସ୍ୟଙ୍କଠାରୁ ଅଲଗା ରୁହନ୍ତି । ସେ ପ୍ରାଇଭେସୀକୁ ଖାସ୍ ପସନ୍ଦ କରନ୍ତି । ସେଥିପାଇଁ ଆଲିଆ ଏହି ପଦକ୍ଷେପ ନେଇଛନ୍ତି ।

3/6

ବିକି କୌଶଲ (Vicky Kaushal)

ବିକି କୌଶଲ (Vicky Kaushal) ମଧ୍ୟ ଗୋପନୀୟତାକୁ ବହୁତ ପସନ୍ଦ କରନ୍ତି । ସେଥିପାଇଁ ସେ ତାଙ୍କ ପିତା ଶ୍ୟାମ କୌଶଲଙ୍କଠାରୁ ଅଲଗା ପର୍ସନାଲ ଆପାର୍ଟମେଣ୍ଟରେ ରୁହନ୍ତି ।

4/6

କ୍ୟାଟ୍ରିନା କୈଫ୍ (Katrina Kaif)

କ୍ୟାଟ୍ରିନା କୈଫ (Katrina Kaif) ବହୁ ପୂର୍ବରୁ ମୁମ୍ବାଇରେ ତାଙ୍କ ଅଲଗା ଘର କିଣିଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜର ଅଲଗା ଘରେ ରୁହନ୍ତି ।

5/6

ରଣବୀର କପୁର (Ranbir Kapoor)

ବଲିଉଡର ଚକୋଲେଟ୍ ବୟ୍ ରଣବୀର କପୁର (Ranbir Kapoor) ଦୀର୍ଘ ଦିନ ଧରି ତାଙ୍କ ପର୍ସନାଲ ଘରେ ରହି ଆସୁଛନ୍ତି । ସେ ନିଜ ପିତାମାତା ବିନା ବାସ କରନ୍ତି । ଯଦିଓ ତାଙ୍କ ପିତାମାତା ସମୟ ସମୟରେ ତାଙ୍କୁ ଦେଖା କରିବାକୁ ଆସୁଥିଲେ । ତାଙ୍କ ପିତା ଋଷି କପୁରଙ୍କ ଗତ ବର୍ଷ ଦେହାନ୍ତ ହୋଇଛି ।

6/6

ସିଦ୍ଧାର୍ଥ ମଲହୋତ୍ରା (Sidharth Malhotra)

'ଶେରଶାହ' (Shershah) ର ଅଭିନେତା ସିଦ୍ଧାର୍ଥ ମଲହୋତ୍ରା  (Sidharth Malhotra) ବଲିଉଡରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ମୁମ୍ବାଇରେ ତାଙ୍କର ନିଜସ୍ୱ ଘର ମଧ୍ୟ ଅଛି । ସିଦ୍ଧାର୍ଥ ତାଙ୍କ ପରିବାର ସଦସ୍ୟଙ୍କଠାରୁ ମୁମ୍ବାଇରେ ଅଲଗା ରୁହନ୍ତି ।

ଅଧିକ ପଢ଼ନ୍ତୁ:-ଦେଶରେ ଆସିବାକୁ ଯାଉଛି ଆଉ ୨ଟି ନୂଆ ବ୍ୟାଙ୍କ, RBI କୁ ଲାଇସେନ୍ସ ପାଇଁ କଲେ ଆବେଦନ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର!

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ଜରୁରୀ ଖବର! ରାସନ କାର୍ଡ ତିଆରି କରିବା ହେଲା କଷ୍ଟସାଧ୍ୟ, ଏବେ ଆବଶ୍ୟକ ହେବ ଏସବୁ ଡକ୍ୟୁମେଣ୍ଟ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link