Panchang Today 5th April 2024:


COMMERCIAL BREAK
SCROLL TO CONTINUE READING

ଅଦ୍ୟ ଅପ୍ରେଲ ମାସ ୦୫ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୫ 
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଚୈତ୍ରମାସ- କୃଷ୍ଣପକ୍ଷ
ତିଥି- ଏକାଦଶୀ ଦିନ ଘ୦୧/୪୫ ଗତେ ଦ୍ଵାଦଶୀ
ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୬/୫୫ ଗତେ ଶତଭିଷା
ଚନ୍ଦ୍ର-ମକର ଦିନ ଘ୦୭/୫୮ ଗତେ  କୁମ୍ଭ 
ଯୋଗ-  ସାଧ୍ୟ
କରଣ - ବାଳବ
ସୌରମାସ- ମୀନ ୨୩ ଦିନ


ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୨୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୩୫


ଯୋଗିନୀ ଅଗ୍ନିକୋଣେ ଦିବା ଘ୦୧/୪୫ ଗତେ ନୈରୁତେ
ଏକାଦଶୀ ଓ ଦ୍ୱାଦଶିର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ଓ ମୀନ ରାଶି ର ଘାତ ଚନ୍ଦ୍ର
ବିଛା, ଧନୁ ଓ ମୀନ ରାଶି ର ଘାତବାର


କାଳବେଳା ଓ ବାରବେଳା - ଦିବା ଘ୦୮/୪୩ ଗତେ ଘ୧୧/୪୭ ମଧ୍ୟେ


ବିଶୁଦ୍ଧ ଅମୃତ ବେଳ। - ଦିବା  ଘ୦୬/୧୭ ମଧ୍ୟେ ଓ ଘ୦୮/୦୫ ଗତେ ଘ୦୮/୪୩ ଓ ଘ୧୨/୫୨ ଗତେ ଘ୦୨/୩୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୪୯ଗତେ ଘ୧୧/୩୭


ଅଦ୍ୟ ଶିମ୍ବ ଦିବା ଘ୧୧/୪୫ ଗତେ ପୋଇ ଭକ୍ଷଣ ନିଷେଧ


ତଥ୍ୟ- ଜ୍ୟୋତିଷ ଡ ବାୟୁନନ୍ଦନ ମିଶ୍ର 


Also Read- Mangal Gochar: ମୀନ ରାଶିରେ ମଙ୍ଗଳ ଚଳନ, କର୍କଟ ସମେତ ଏହି ରାଶିକୁ ବଡ଼ ଫାଇଦା


Also Read- Shani Purvabhadrapada Nakshtra Gochar: ୬ ଏପ୍ରିଲରୁ ବଦଳିଯିବ ୩ଟି ରାଶିର ଭାଗ୍ୟ