Panchang Today 29th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ, କାଳବେଳା


COMMERCIAL BREAK
SCROLL TO CONTINUE READING

ଅଦ୍ୟ ମାର୍ଚ୍ଚ ମାସ ୨୯ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୫ 
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଚୈତ୍ରମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଥୀ ରାତ୍ରି ଘ୦୮/୧୫ ଗତେ ପଞ୍ଚମୀ
ନକ୍ଷତ୍ର- ବିଶାଖା ରାତ୍ରି ଘ୦୯/୧୦  ଗତେ ଅନୁରାଧା
ଚନ୍ଦ୍ର-ତୁଳା ଦିବା ଘ୦୨/୪୩  ଗତେ ବିଛା
ଯୋଗ-  ବଜ୍ର
କରଣ - ବବ
ସୌରମାସ- ମୀନ ୧୬ ଦିନ


ସୁର୍ୟୋଦୟ-ପ୍ରାତଃ ଘ୦୫/୪୭/୦୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୧୯


ଯୋଗିନୀ ନୈରୁତେ ରାତ୍ରି ଘ୦୮/୧୫ ଗତେ ଦକ୍ଷିଣେ
 ଚତୁର୍ଥୀ  ର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
 ବିଛା ,ଧନୁ ଓ ମୀନ ରାଶି ର ଘାତବାର


କାଳବେଳା ଓ ବାରବେଳା - ଦିବା ଘ୦୮/୪୬ ଗତେ ଘ୧୧/୫୦ ମଧ୍ୟେ


ବିଶୁଦ୍ଧ ଅମୃତ ବେଳ। -  ଦିବା ଘ୦୭/୨୦ମଧ୍ୟେ ଓ ଘ୦୮/୦୮ ଗତେ ଘ୦୮/୪୫ ମଧ୍ୟେ ଓ ଘ୧୨/୫୬ ଗତେ ଘ୦୨/୩୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୪୫ଗତେ ଘ୧୧/୩୬ ମଧ୍ୟେ


ଅଦ୍ୟ  ମୂଳା ରାତ୍ରି  ଘ୦୮/୧୫ ଗତେ ବେଲ ଭକ୍ଷଣ ନିଷେଧ


ତଥ୍ୟ-  ଜ୍ୟୋତିଷ ଡ:ବାୟୁନନ୍ଦନ ମିଶ୍ର 


Also Read- Budh Gochar 2024: ହୋଲି ପରଦିନରୁ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ


Also Read- Shani Nakshatra Parivartan 2024: ହୋଲି ପରେ ୫ଟି ରାଶି ବ୍ୟକ୍ତିଙ୍କ ଜୀବନରେ ଭରିଯିବ ରଙ୍ଗ