ଭୁବନେଶ୍ୱର:  ଆଜି ଠାରୁ ଭୁବନେଶ୍ବରେ ଆରମ୍ଭ ହେବାକୁ ଯାଉଛି ୩୩ତମ ଜାତୀୟ ସବ୍ ଜୁନିଅର ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରାୟ ୬ ଶହ ପ୍ରତିଯୋଗୀ ଭାଗ ନେବେ।


COMMERCIAL BREAK
SCROLL TO CONTINUE READING

ଡିସେମ୍ବର ୧୭ ତାରିଖରୁ୨୨ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ସ୍ଥନୀୟ ଇଷ୍ଟକୋଷ୍ଟ ରେଲୱେ ଇନଡୋର ଷ୍ଟାଡିୟମରେ ଏହା ଅନୁଷ୍ଠିତ ହେବ । ଏହି ଜାତୀୟ ପ୍ରତିଯୋଗିତାରେ ବହୁ ନାମୀ ଖେଳାଳୀ ମଧ୍ୟ ଭାଗ ନେଉଛନ୍ତି । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।