ପ୍ରବାସୀ ଭାରତୀୟ ଦିବସ ଅବସରରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ଅବସରରେ ଗୁରୁବାର ଦିନ ରାଜଧାନୀ ଭୁବନେଶ୍ଵରରେ ଜବରଦଖଲ ଉଚ୍ଛେଦ କରାଯାଇଛି। ବାଣୀବିହାର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

Jagdish Barik Jan 02, 2025, 21:01 PM IST
1/6

ପ୍ରବାସୀ ଭାରତୀୟ ଦିବସ ପାଳନ ସକାଶେ ହେଉଥଇବା ଉଚ୍ଛେଦକୁ କିଛି ସ୍ଥାନୀୟ ଲୋକେ ବିରୋଧ ମଧ୍ୟ କରିଥିଲେ।

 

2/6

ବିଶେଷକରି ଆଚାର୍ଯ୍ୟବିହାରରୁ ବାଣୀବିହାର ମଧ୍ୟରେ ଥିବା ରାସ୍ତା ପାର୍ଶ୍ବରେ ଉଠା ଦୋକାନଗୁଡ଼ିକୁ ପ୍ରଶାସନ ଉଚ୍ଛେଦ କରୁଛି। ଏହାକୁ ନେଇ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା

 

3/6

କିଛି ଲୋକ ମଧ୍ୟ ଏହାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

4/6

ଦୋକାନୀମାନଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଉଥିବାରୁ ଉତ୍ତେଜନା ଦେଖିବାକୁ ମିଳିଥିଲା।

 

5/6

ଦୋକାନ ଭଙ୍ଗାଯିବା ସମୟରେ କିଛି ଦୋକାନୀ ମଧ୍ୟ ଜେସିବି ଆଗରେ ବସିଥିବାର ନଜର ଆସିଥିଲେ।

 

6/6

ଏହା ପରେ ବି ପ୍ରଶାସନ କାହା କଥା ନ ଶୁଣି ଏହି ସବୁ ଦୋକାନ ଭାଙ୍ଗିଥିବାର ନଜର ଆସିଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link