ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ । ପ୍ରତିଦିନ କିଛି ନୂଆ ଶିଖିବା, ଲେଖିବା, ପଢ଼ିବାରେ ରହିଛି ଅଭ୍ୟାସ ।
Journalist
Xi Jinping
କେଉଁଠାରେ ଗାଏବ ହୋଇଗଲେ ସି ଜିନପିଙ୍ଗ? ବ୍ରିକ୍ସରେ ହେବେ ନାହିଁ ସାମିଲ
Where is Chinese President Xi Jinping: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କିଛି ଦିନ ଧରି ନିଖୋଜ ଅଛନ୍ତି। କୌଣସି ପ୍ରମୁଖ କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
Jul 5,2025, 22:52 PM IST
Top 10 news
ଜୁଲାଇ ୭ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ନେହଲ ମୋଦୀ ଗିରଫ, ୧୦ ବଡ଼ ଖବର
Top 10 News Headlines: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ଜୁଲାଇ ୭ ତାରିଖ ସୋମବାର ଦିନ ଅନୁଷ୍ଠିତ ହେବ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jul 5,2025, 21:56 PM IST
Shubman Gill
ଶତକ ହାସଲ କରି ଇତିହାସ ରଚିଲେ ଗିଲ୍, ଏପରି କରିବାରେ ହେଲେ ପ୍ରଥମ ଭାରତୀୟ ଅଧିନାୟକ
Shubman Gill History: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍ ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ୍ ଟେଷ୍ଟରେ ଶତକ ହାସଲ କରିଛନ୍ତି। ସେ ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଥିଲେ। ସେ ଗୋଟିଏ ମ୍ୟାଚ୍ରେ ଦ୍ୱିଶତକ ଏବଂ ଶତକ ହାସଲ କରିବାରେ ବିଶ୍ୱର ନବମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
Jul 5,2025, 20:50 PM IST
CM Majhi
ଜୁଲାଇ ୭ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
Odisha Chief Minister’s Grievance Cell: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଜୁଲାଇ ୭ (ସୋମବାର) ଭୁବନେଶ୍ୱରର ଅଶୋକ ନଗରର ୟୁନିଟ୍-୨ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ୍ ନର୍ସରୀ)ରେ ଅନୁଷ୍ଠିତ ହେବାକୁ ଯାଉଛି।
Jul 5,2025, 20:32 PM IST
Horoscope 6 July 2025
୬ ଜୁଲାଇରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 6 July 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୬ ଜୁଲାଇ ୨୦୨୫ ହେଉଛି ରବିବାର। ହିନ୍ଦୁ ଧର୍ମରେ ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୬ ଜୁଲାଇ ୨୦୨୫ ରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Jul 5,2025, 19:58 PM IST
Bilawal Bhutto
ହାଫିଜ୍ ଏବଂ ଆଝାରକୁ ଭାରତକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ପାକିସ୍ତାନ, ବିଲାୱାଲଙ୍କ ବଡ଼ ବୟାନ
India-Pakistan News: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ କହିଛନ୍ତି ଯେ ନୂଆଦିଲ୍ଲୀ ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଇଚ୍ଛୁକତା ପ୍ରଦର୍ଶନ କଲେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ "ତଦନ୍ତାଧୀନ ବ୍ୟକ୍ତି"ଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାରେ ତାଙ୍କ ଦେଶର କୌଣସି ଆପତ୍ତି ନାହିଁ।
Jul 5,2025, 18:39 PM IST
India vs Bangladesh
ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ବାତିଲ, ବିସିସିଆଇ ଦେଲା ସୂଚନା
India tour of Bangladesh: ଅଗଷ୍ଟ ୨୦୨୫ ରେ ସୀମିତ ଓଭର ସିରିଜ ପାଇଁ ଟିମ୍ ଇଣ୍ଡିଆ ବାଂଲାଦେଶ ଯିବ ନାହିଁ। ଭାରତୀୟ କ୍ରିକେଟ୍ କଣ୍ଟ୍ରଲ ବୋର୍ଡ ଏହା ନିଶ୍ଚିତ କରିଛି। ବାଂଲାଦେଶ ଗସ୍ତକୁ ପୁନଃନିର୍ଦ୍ଧାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି।
Jul 5,2025, 18:19 PM IST
Vaibhav Suryavanshi
ଇଂଲଣ୍ଡ ବୋଲର ମ୍ୟାନଙ୍କ ବ୍ୟାଣ୍ଡ ବଜାଇଲେ ବୈଭବ ସୂର୍ଯ୍ୟବଂଶୀ, ୫୨ ବଲ୍ ରେ ମାରିଲେ ଶତକ
Vaibhav Suryavanshi Century: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଶତକ ମାରିଛନ୍ତି। 'ବେବି ବସ୍' ଭାବରେ ଲୋକପ୍ରିୟତା ହାସଲ କରୁଥିବା ବୈଭବ ପ୍ରଥମ ଥର ପାଇଁ ଇଂଲଣ୍ଡରେ ଖେଳୁଛନ୍ତି। ବୈଭବ ୫୨ ବଲ୍ରେ ନିଜର ଶତକ ପୂରଣ କରିଛନ୍ତି।
Jul 5,2025, 17:33 PM IST
dakshinpuri
ରାଜଧାନୀରେ ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ
Delhi News: ଦିଲ୍ଲୀର ଦକ୍ଷିଣପୁରୀ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ଏଠାରେ ଏକ ଘରୁ ସନ୍ଦେହଜନକ ଅବସ୍ଥାରେ ଚାରି ଜଣଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଚାରି ଜଣଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ସନ୍ଦେହ କରାଯାଉଛି ଯେ ସମସ୍ତଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି।
Jul 5,2025, 16:33 PM IST
Nehal Modi Arrested
ଭାରତକୁ ମିଳିଲା ବଡ଼ ସଫଳତା, ଆମେରିକାରେ ନିରବ ମୋଦୀଙ୍କ ଭାଇ ନେହଲ ମୋଦୀ ଗିରଫ
Nehal Modi Arrested: ନିରବ ମୋଦୀଙ୍କ ଭାଇ ନେହଲ ମୋଦୀଙ୍କୁ ଆମେରିକାରେ ଗିରଫ କରାଯାଇଛି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କିଙ୍ଗ୍ ଠକେଇ କୁହାଯାଉଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ବା ପିଏନବି ଠକେଇ ମାମଲାରେ ନେହଲ ମୋଦି ଭାରତରେ ୱାଣ୍ଟେଡ୍ ଥିଲେ।
Jul 5,2025, 15:31 PM IST
Panchank Yog 2025
ଶନିଦେବ ସୃଷ୍ଟି କରିବେ ଚମତ୍କାର ରାଜଯୋଗ, ଧନୀ ହେବେ ଏହି ସବୁ ରାଶି!
Panchank Yog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍ମଫଳ ଦାତା ଶନି ବହୁତ ଧୀର ଗତିରେ ଗୋଚର କରନ୍ତି। ଏପରି ପରିସ୍ଥିତିରେ ସେ ପ୍ରାୟ ଅଢ଼େଇ ବର୍ଷ ପାଇଁ ଗୋଟିଏ ରାଶିରେ ଗୋଚର କରନ୍ତି। ଏହି କାରଣରୁ ଶନିଙ୍କ ଶୁଭ କିମ୍ବା ଅଶୁଭ ଫଳ ବହୁତ ଧୀରେ ଏବଂ ବହୁତ ବିଳମ୍ବରେ ମିଳିଥାଏ। ଯେତେବେଳେ ଶନି ଦେବଙ୍କ ମହାଦଶା, ଅନ୍ତର୍ଦ୍ଦଶା କିମ୍ବା ଷାଡ଼େସାତି କିମ୍ବା ଧୈୟା ଆସେ ସେତେବେଳେ ବ୍ୟକ୍ତିକୁ ଅନେକ ପ୍ରକାରର ଦୁଃଖ ଏବଂ କଷ୍ଟ ସହ୍ୟ କରିବାକୁ ପଡ଼ିଥାଏ। ଏହା ସହ ଶନି ଜଣେ ଗରିବକୁ ରାଜାରେ ପରିଣତ କରନ୍ତି। ଶନି ଦେବ ବର୍ତ୍ତମାନ ବୃହସ୍ପତିଙ୍କ ମୀନ ରାଶିରେ ବସିଛନ୍ତି। ଏପରି ପରିସ୍ଥିତିରେ କୌଣସି ନା କୌଣସି ଗ୍ରହର ସଂଯୋଗ କିମ୍ବା ଦିଗ ହେବ। ସେହିପରି ଶନି ଦୈତ ଗୁରୁ ଶୁକ୍ରଙ୍କ ସହିତ ମିଶି ପଞ୍ଚାକ ଯୋଗ ଗଠନ କରୁଛନ୍ତି। ଏହି ଯୋଗ ଗଠନ ଯୋଗୁଁ କିଛି ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ଅପାର ସଫଳତା ପାଇପାରିବେ ଓ ଧନବାନ ହେବେ। ତେବେ ଜାଣନ୍ତୁ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।
Jul 5,2025, 15:15 PM IST
Santosh Khatua
ନୀଳଗିରି ବିଧାୟକଙ୍କ ନାଁରେ ମହିଳାଥାନାରେ ଏତଲା
FIR against BJP MLA Santosh Khatua: ଜଣେ ମହିଳାଙ୍କୁ ଅଶୋଭନୀୟ ଭାଷାରେ ତାଙ୍କ ଚରିତ୍ର ସଂହାର କରିବା ଭଳି ବୟାନ ଦେବା ଅଭିଯୋଗରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଏତଲା ହୋଇଛି।
Jul 4,2025, 22:26 PM IST
୪ ମାସ ଭିତରେ ଚିଟ୍ ଫଣ୍ଡ ଟଙ୍କା ପାଇବେ ସବୁ ଜମାକାରୀ, ନୀଳଗିରି ବିଧାୟକ ନାଁରେ ଏତଲା, ୧୦ ବଡ଼ ଖବର
Top 10 News Headlines: ୧୦,୦୦୦ ଟଙ୍କା ହେଉ କି ୧୦ ଲକ୍ଷ ଟଙ୍କା ଚିଟ୍ ଫଣ୍ଡରେ ନିବେଶ କରିଥିବା ସମସ୍ତ ଜମାକାରୀଙ୍କୁ ସରକାର ଫେରାଇବେ ବୋଲି ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jul 4,2025, 21:56 PM IST
Weekly Horoscope
ଆସନ୍ତା ସପ୍ତାହରେ କିପରି ରହିବ ମେଷରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Saptahik Rashifal 7 To 13 July 2025 2025: ଗ୍ରହ ଏବଂ ନକ୍ଷତ୍ରର ସ୍ଥିତି ଅନୁସାରେ ଜୁଲାଇ ମାସର ଦ୍ୱିତୀୟ ସପ୍ତାହ ବହୁତ ବିଶେଷ ହୋଇପାରେ। ଏହି ସପ୍ତାହରେ ଶନି ଏବଂ ବୃହସ୍ପତିଙ୍କ ସ୍ଥିତିରେ ପରିବର୍ତ୍ତନ ଦେଖାଯାଇପାରେ। ଏହା ବ୍ୟତୀତ ଅନ୍ୟ ଗ୍ରହର ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ। କହି ରଖୁଛୁ ଯେ ୯ ଜୁଲାଇରେ ଦେବ ଗୁରୁ ବୃହସ୍ପତି ମିଥୁନରେ ଉଦୟ ହେବେ। ଏହା ବ୍ୟତୀତ ସପ୍ତାହର ଶେଷରେ କର୍ମଦାତା ଶନି ମଧ୍ୟ ମୀନ ରାଶିରେ ବିପରୀତ ଦିଗରେ ଗତି କରିବା ଆରମ୍ଭ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାଣନ୍ତୁ ୭ ରୁ ୧୩ ଜୁଲାଇ ୨୦୨୫ ପଡୁଥିବା ଏହି ସପ୍ତାହ କେଉଁ ସବୁ ରାଶି ମାନଙ୍କ ପାଇଁ ଲାଭଦାୟକ ହେବ ଓ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡ଼ିବ।
Jul 4,2025, 21:22 PM IST
Indian railways
ଟ୍ରେନରେ ୮୦ ଟଙ୍କା ଏବଂ ଷ୍ଟେସନରେ ୭୦ ଟଙ୍କାରେ ମିଳିବ ନିରାମିଷ ଖାଦ୍ୟ
Indian Railways: ଭାରତରେ ପ୍ରତିଦିନ କୋଟି କୋଟି ଲୋକ ଟ୍ରେନରେ ଯାତ୍ରା କରନ୍ତି। ଟ୍ରେନରେ ଦୂର ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ମଧ୍ୟ କୋଟି କୋଟି ସଂଖ୍ୟାରେ ଥାଏ। ଯଦି ଆପଣ ମଧ୍ୟ ଦୂର ଯାତ୍ରା କରନ୍ତି ତେବେ ଆପଣ ଜାଣିଥିବେ ଯେ ଏପରି ଯାତ୍ରାରେ କେତେ ଥର ଖାଦ୍ୟ ଆବଶ୍ୟକ।
Jul 4,2025, 19:53 PM IST
Horoscope 5 July 2025
୫ ଜୁଲାଇରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 5 July 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୫ ଜୁଲାଇ ୨୦୨୫ ହେଉଛି ଶନିବାର। ହିନ୍ଦୁ ଧର୍ମରେ ଶନିବାର ଦିନ ଶନି ଦେବଙ୍କୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୫ ଜୁଲାଇ ୨୦୨୫ ରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Jul 4,2025, 18:56 PM IST
Odisha vigilance
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ
Odisha Vigilance: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ପାଇଁ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
Jul 4,2025, 18:05 PM IST
Puri
ପୁରୀ ପୌରପାଳିକାକୁ ପୁରୀ ମହାନଗର ନିଗମ ଘୋଷଣା
Puri News: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ପୁରୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ଘୋଷଣା କରିଛନ୍ତି।
Jul 4,2025, 17:08 PM IST
Dharmendra Pradhan
ପ୍ରଥମେ ମୁଖ୍ୟମନ୍ତ୍ରୀ ପଦବୀ ହାତଛଡ଼ା ହେଲା ଆଉ ଏବେ ରାଷ୍ଟ୍ରୀୟ ସଭାପତି ପଦ
Dharmendra Pradhan: ଏକଦା ଓଡ଼ିଶା ବିଜେପି ରାଜନୀତିରେ ସର୍ବେସର୍ବା ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସମୟ ସଙ୍ଗ ହେଉ ନାହିଁ। ହାତ ପାହାନ୍ତାରୁ ସୁଯୋଗ ଆସି ପୁଣି ଚାଲି ଯାଉଛି।
Jul 4,2025, 16:44 PM IST
BJD
ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ବିଜେଡି
BJD Submits Memorandum to Odisha Governor: ପୁରୀରେ ଚଳିତ ବର୍ଷ ରଥଯାତ୍ରା ସମୟରେ ଘଟିଥିବା ଦଳାଚକଟା ପରେ ବିଜୁ ଜନତା ଦଳ (BJD) ଗୁରୁବାର ଦିନ ଓଡି଼ଶା ରାଜ୍ୟପାଳଙ୍କୁ ଏକ ବିସ୍ତୃତ ଦାବିପତ୍ର ପ୍ରଦାନ କରିଛି।
Jul 4,2025, 16:28 PM IST
Mathura Shri Krishna Janmbhoomi
ଶ୍ରୀକୃଷ୍ଣ ଜନ୍ମଭୂମି-ଶାହୀ ଇଦଗାହ ମାମଲାରେ ହିନ୍ଦୁ ପକ୍ଷକୁ ହାଇକୋର୍ଟ ଦେଲେ ବଡ଼ ଝଟକା
Mathura Shri Krishna Janmbhoomi-Shahi Eidgah Controversy: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହୀ ଇଦଗାହ ବିବାଦରେ ହିନ୍ଦୁ ପକ୍ଷକୁ ବଡ଼ ଝଟକା ଲାଗିଛି। ଇଦଗାହ ମସଜିଦକୁ ବିବାଦୀୟ ଢାଞ୍ଚା ଘୋଷଣା କରିବା ପାଇଁ ହୋଇଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି।
Jul 4,2025, 15:17 PM IST
oas association
ଆନ୍ଦୋଳନରୁ ଓହରିଲା ଓଏଏସ୍ ସଂଘ
OAS Association: ରାଜ୍ୟରେ ତିନିଦିନ ଧରି ଚାଲିଥିବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏ ନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ସଂଘର ସଭାପତି ଜ୍ୟେତିରଞ୍ଜନ ମିଶ୍ର।
Jul 3,2025, 22:57 PM IST
BMC official attack
ମୁଣ୍ଡ ନୋଇଁଲେ ସରକାର: ଡିସିପି ଅଫିସରେ ଜଗନ୍ନାଥ ପ୍ରଧାନଙ୍କ ଆତ୍ମ ସମର୍ପଣ
BJP Leader Jagannath Pradhan Surrendered: ତିନି ଦିନର ଯୁକ୍ତି-ତର୍କ ପରେ ଭୁବନେଶ୍ୱରର ପୂର୍ବତନ କର୍ପୋରେଟର ତଥା ବିଜେପି ନେତା ଜଗନ୍ନାଥ ପ୍ରଧାନ ଆତ୍ମ ସମର୍ପଣ କରିଛନ୍ତି। ଏହାଦ୍ୱାରା ଓଏଏସ୍ ଅଫିସର ସଂଘର ଦାବି ପୂରଣ ହୋଇଛି। ଆସନ୍ତା କାଲିଠାରୁ ରାଜ୍ୟର ପ୍ରଶାସନିକ କାର୍ଯ୍ୟରେ ଓଏଏସ୍ ଅଧିକାରୀମାନେ ଯୋଗଦେବା ପ୍ରାୟତଃ ସ୍ଥିର ହୋଇଛି।
Jul 3,2025, 22:27 PM IST
ଲାଞ୍ଚ ନେଇ ବନ୍ଧା ହେଲେ ପୋଲିସ ASI, ଇଂଲଣ୍ଡରେ ଶୁବମନ ଗିଲ୍ କଲେ କମାଲ, ପଢ଼ନ୍ତୁ ୧୦ ବଡ଼ ଖବର
Top 10 News Headlines: ନଗୁରୁବାର ଦିନ ଅନୁଗୁଳ ଜିଲ୍ଲାର ତାଳଚେର ଥାନାରେ ନିୟୋଜିତ ଥିବା ଆସିଷ୍ଟାଣ୍ଟ ସବଇନିସପେକ୍ଟର (ଏଏସଆଇ) ଧରଣୀଧର ନାଥଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jul 3,2025, 22:04 PM IST
୩୦୦୦ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ପୋଲିସ ASI
Odisha Vigilance: ଗୁରୁବାର ଦିନ ଅନୁଗୁଳ ଜିଲ୍ଲାର ତାଳଚେର ଥାନାରେ ନିୟୋଜିତ ଥିବା ଆସିଷ୍ଟାଣ୍ଟ ସବ-ଇନିସପେକ୍ଟର (ASI) ଧରଣୀଧର ନାଥଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
Jul 3,2025, 21:56 PM IST
Shubman Gill Double Century
ଇଂଲଣ୍ଡ ମାଟିରେ ଇତିହାସ ରଚିଲେ ଗିଲ୍, ଭାଙ୍ଗିଲେ ସଚିନ୍-କୋହଲିଙ୍କ ସମେତ ଅନେକ ଖେଳାଳିଙ୍କ ରେକର୍ଡ
Shubman Gill Double Century: ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରି ଅନେକ ଆଶ୍ଚର୍ଯ୍ୟଜନକ ରେକର୍ଡ ନିଜ ନାମରେ କରିଛନ୍ତି। ଗିଲ୍ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ପ୍ରଥମ ଏସୀୟ ଅଧିନାୟକ ହେବା ସହିତ ଇଂଲଣ୍ଡ ମାଟିରେ ଦ୍ୱିଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଅଧିନାୟକ ହୋଇଛନ୍ତି।
Jul 3,2025, 20:22 PM IST
Horoscope 4 July 2025
୪ ଜୁଲାଇରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 4 July 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୪ ଜୁଲାଇ ୨୦୨୫ ହେଉଛି ଶୁକ୍ରବାର। ହିନ୍ଦୁ ଧର୍ମରେ ଶୁକ୍ରବାର ଦିନ ସନ୍ତୋଷୀ ମାତାଙ୍କୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୪ ଜୁଲାଇ ୨୦୨୫ ରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Jul 3,2025, 19:43 PM IST
Indian Navy Recruitment 2025
ନୌସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଅନେକ ପଦବୀ ପାଇଁ ହେଉଛି ନିଯୁକ୍ତି; କରନ୍ତୁ ଆବେଦନ
Indian Navy Recruitment 2025: ଭାରତୀୟ ନୌସେନା ୧୧୧୦ ଟି ସିଭିଲିଆନ ଷ୍ଟାପ ପଦବୀ ପାଇଁ ବମ୍ପର ନିଯୁକ୍ତି ଘୋଷଣା କରିଛି। ଯେଉଁଥିରେ ଦଶମ ପାସ ଠାରୁ ସ୍ନାତକ ପର୍ଯ୍ୟନ୍ତ ପ୍ରାର୍ଥୀ ଆବେଦନ କରିପାରିବେ।
Jul 3,2025, 18:56 PM IST
Shukra Nakshatra Parivartan 2025
ଚନ୍ଦ୍ର ନକ୍ଷତ୍ରରେ ପ୍ରବେଶ କରୁଛନ୍ତି ଶୁକ୍ର, ୮ ଜୁଲାଇରୁ ଏହି ସବୁ ରାଶିକୁ ମିଳିବ ବିଶେଷ ଲାଭ
Shukra Nakshatra Parivartan 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ସମୟ ସମୟରେ ନିଜର ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ କରିଚାଲିଥାନ୍ତି। ଏହି ସମୟରେ ଶୁକ୍ର କୃତ୍ତିକା ନକ୍ଷତ୍ରରେ ଅଛନ୍ତି ଓ ୮ ଜୁଲାଇରେ ଅପରାହ୍ନ ୪:୩୧ ରେ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବେ ଏବଂ ତା'ପରେ ୨୦ ଜୁଲାଇରେ ନକ୍ଷତ୍ର ପରିବର୍ତ୍ତନ କରିବେ। ରୋହିଣୀ ନକ୍ଷତ୍ରର କର୍ତ୍ତା ଚନ୍ଦ୍ର। ଚନ୍ଦ୍ର ନକ୍ଷତ୍ରରେ ଶୁକ୍ରଙ୍କ ଆଗମନ ଦ୍ୱାରା ସମସ୍ତ ୧୨ଟି ରାଶି ପ୍ରଭାବିତ ହେବେ। କିନ୍ତୁ କିଛି ଭାଗ୍ୟଶାଳୀ ରାଶି ବିଶେଷ ଲାଭ ପାଇବେ। ଶୁକ୍ର ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ତିନୋଟି ରାଶି ପାଇଁ ଆର୍ଥିକ ଲାଭ, ଶୁଭ ସମାଚାର ପ୍ରାପ୍ତି ଓ ଭାଗ୍ୟର ସଙ୍କେତ ଅଛି। ତେବେ ଜାଣନ୍ତୁ ଶୁକ୍ରଙ୍କ ରୋହିଣୀ ନକ୍ଷତ୍ରରେ ଗୋଚର ଯୋଗୁଁ କେଉଁ ସବୁ ରାଶି ଲାଭ ପାଇବେ।
Jul 3,2025, 18:01 PM IST
F-35 Fighter Jet
ଖଣ୍ଡ ଖଣ୍ଡ ହୋଇ ଫେରିବ F-35 ଜେଟ୍, ବ୍ରିଟିଶ ଇଞ୍ଜିନିୟରମାନେ ମଧ୍ୟ କରିପାରିଲେ ନାହିଁ ମରାମତି
F-35 Fighter Jet: ବିଶ୍ୱର ସବୁଠାରୁ ଆଧୁନିକ ଲଢ଼ୁଆ ବିମାନର ଆଖ୍ୟା ବହନ କରୁଥିବା F-35 ବିମାନଟି ଦୁଇ ସପ୍ତାହରୁ ଅଧିକ ସମୟ ଧରି କେରଳର ତିରୁବନନ୍ତପୁରମ ବିମାନବନ୍ଦରରେ ଅଟକି ରହିଛି। ବ୍ରିଟିଶ ନୌସେନାର ଏହି ଲଢ଼ୁଆ ବିମାନକୁ ଅନେକ ଉପାୟରେ ମରାମତି କରିବାକୁ ଚେଷ୍ଟା କରାଯାଇଛି।
Jul 3,2025, 16:59 PM IST
Srimandir Ratna Bhandar
ରତ୍ନଭଣ୍ଡାର କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି, କହିଲେ- ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି
Srimandir Ratna Bhandar: ଗୁରୁବାର ଦିନ ଗଜପତି ଦିବ୍ୟ ସିଂହ ଦେବ ରତ୍ନଭଣ୍ଡାର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ରତ୍ନ ଭଣ୍ଡାର କାର୍ଯ୍ୟ ନେଇ ସନ୍ତୁଷ୍ଟ ଥିବା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି।
Jul 3,2025, 16:24 PM IST
Bihar Assembly Elections 2025
ବିହାର ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ AAP, କେଜ୍ରିୱାଲ କହିଲେ- ଜିତି ବନାଇବୁ ସରକାର
Bihar Assembly Elections 2025: ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (AAP)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ତାଙ୍କର ରାଜନୈତିକ ମହତ୍ତ୍ୱାକାଂକ୍ଷାର ଏକ ବଡ଼ ସଙ୍କେତ ଦେଇଛନ୍ତି।
Jul 3,2025, 15:06 PM IST
ଜଗନ୍ନାଥ ପ୍ରଧାନଙ୍କ ଗିରଫ କରିବାକୁ ନେଇ ସରକାରଙ୍କୁ ୩ ଦିନର ମହଲତ ଦେଲା ଓଏଏସ ସଂଘ
OAS Association: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବରେ ଅଭିଯୁକ୍ତ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ଦାବି କରି ଓଡ଼ିଶା ପ୍ରଶାସନିକ ସେବା (OAS) ସଂଘ ରାଜ୍ୟ ସରକାରଙ୍କୁ ତିନି ଦିନର ମହଲତ ଦେଇଛି।
Jul 3,2025, 14:46 PM IST
Pakistani cricketers
ଭାରତରେ ଆକ୍ଟିଭ୍ ହେଲା ଆଫ୍ରିଦଙ୍କ ସମେତ ଅନେକ ପାକିସ୍ତାନୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ
Pak social media handles: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନର ଅନେକ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରାଯାଇଥିଲା। ତଥାପି ଏବେ ସୋଏବ ଅଖତରଙ୍କ ସମେତ ଅନେକ ପାକିସ୍ତାନୀ କ୍ରିକେଟର ଏବଂ ସେଲିବ୍ରିଟିଙ୍କ ଆକାଉଣ୍ଟ ଭାରତରେ ପୁଣି ଆକ୍ଟିଭ୍ ହୋଇଛି।
Jul 2,2025, 23:29 PM IST
Microsoft Layoffs
Layoffs: ଏହି କମ୍ଫାନୀ ଆରମ୍ଭ କଲା ଏକ ବଡ଼ ଛଟେଇ, ୯୦୦୦ ଲୋକ ହରାଇବେ ଚାକିରି
Microsoft Layoffs: ମାଇକ୍ରୋସଫ୍ଟ ପୁଣି ଥରେ ଏକ ବଡ଼ ପଦକ୍ଷେପ ନେଇଛି ଓ ୯୧୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଏହା ଏହାର ମୋଟ କର୍ମଚାରୀଙ୍କ ୪ ପ୍ରତିଶତ ଅଟେ।
Jul 2,2025, 22:28 PM IST
୨ ଓଏଏସ୍ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଶେଖ ହସିନାଙ୍କୁ ୬ ମାସ ଜେଲଦଣ୍ଡ, ୧୦ ବଡ଼ ଖବର
Top 10 News Headlines: ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକୃତ ଏବଂ ଜିଲ୍ଲା ସ୍ତରକୁ ବିକେନ୍ଦ୍ରୀକରଣ କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jul 2,2025, 22:02 PM IST
Koraput
ଭୂସ୍ଖଳନ ଯୋଗୁଁ କୋରାପୁଟ-କିରାଣ୍ଡୁଲ ରେଳ ଲାଇନରେ ଟ୍ରେନ ସେବା ପ୍ରଭାବିତ
ନିରନ୍ତର ବର୍ଷା ଯୋଗୁଁ ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ କୋରାପୁଟ-କିରାଣ୍ଡୁଲ ଲାଇନର କୋରାପୁଟ-ଜୟପୁର ରେଳ ସେକ୍ସନ ମଧ୍ୟରେ ଥିବା ମାଲ୍ଲିଗୁଡ଼ା-ଜରାତି ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଘଟି ନିମ୍ନଲିଖିତ ଟ୍ରେନ ସେବା ପ୍ରଭାବିତ ହୋଇଛି। ରେଳ ଅଧିକାରୀମାନେ ରେଳଧାରଣର ତଦାରଖ ସହ ଶୀଘ୍ର ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଘଟଣାସ୍ଥଳ
Jul 2,2025, 20:34 PM IST
Teacher arrested
୧୬ ବର୍ଷର ଛାତ୍ରକୁ ପଞ୍ଚତାରକା ହୋଟେଲକୁ ନେଇ ଏସବୁ କାମ କରୁଥିଲେ ୪୦ ବର୍ଷୀୟ ଶିକ୍ଷୟିତ୍ରୀ, ଗିରଫ୍
Teacher arrested: ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଏକ ନାମୀ ସ୍କୁଲର ଜଣେ ଇଂରାଜୀ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି।
Jul 2,2025, 20:04 PM IST
Horoscope 3 July 2025
୩ ଜୁଲାଇରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 3 July 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୩ ଜୁଲାଇ ୨୦୨୫ ହେଉଛି ଗୁରୁବାର। ହିନ୍ଦୁ ଧର୍ମରେ ଗୁରୁବାର ଦିନ ଦେବୀ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୩ ଜୁଲାଇ ୨୦୨୫ ରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Jul 2,2025, 19:31 PM IST
Puri Stampede
ରଥଯାତ୍ରା ଦଳାଚକଟା: ୪ ଜଣିଆ କମିଟି ଗଠନ, ପ୍ରଶାସନିକ ତଦନ୍ତକୁ କରିବ ସହଯୋଗ
ରଥଯାତ୍ରା ଦଳାଚକଟା ଘଟଣାରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧୀନରେ ଆରମ୍ଭ ହୋଇଥିବା ପ୍ରଶାସନିକ ତଦନ୍ତକୁ ଆଉ ଏକ କମିଟି ସହଯୋଗ କରିବ । ଏଥିପାଇଁ ରାଜ୍ୟ ସରକାର ଏକ ୪ ଜଣିଆ କମିଟି ଗଠନ କରିଛନ୍ତି। ଓଏଏସ ମାନସ ରଂଜନ ସାମଲ, ବିଜୟ ଦାଶ, ରଶ୍ମୀ ରଂଜନ ନାୟକ ଓ ପ୍ରଦୀପ ସାହୁ ଏହି କମିଟିର ସଦସ୍ୟ ରହିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭା
Jul 2,2025, 17:57 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.