Punjab Man Wins Five Crore lottery: ପଞ୍ଜାବ ଡେରାବସିର୍ ର ମହନ୍ତ୍ ଦ୍ୱାରିକା ଦାସ୍ ପ୍ରାଏ ୩୫ ରୁ ୪୦ ବରଷ୍ ଧରି ଲଟେରି ଟିକଟ୍ କିନୁଥିଲେ। ୩୫ ବରସ୍ରୁ ଅଧିକ୍ ସମୟ ଧରି ଲଟେରି ଟିକେଟ୍ କିନ୍ବାର ପରେ ଗୁଟେ ୮୮ ବରଷ୍ର ବ୍ୟକ୍ତିଙ୍କର୍ ଭାଗ୍ୟ ଖୁଲିଗଲା କାଏଞ୍ଜେକି ସେ ପଞ୍ଜାବରେ ଲଟେରୀରେ ୫ କୋଟି ଟଙ୍କା ଜିତିଛନ୍। ପଞ୍ଜାବ ଡେରାବସିର ମହନ୍ତ୍ ଦ୍ୱାରିକା ଦାସ୍ ୩୫ ରୁ ୪୦ ବରସ୍ ଧରି ଲଟେରି କିଣୁଥିଲେ ଆଉ ଶେଷ୍ରେ ତାଙ୍କେ ସେହି ଟିକେଟ୍ ମିଲ୍ଲା ଯାହାର୍ ବିଜେତା ପୁରସ୍କାର ଥିଲା। ଲୋହରି ମକର ସଂକ୍ରାନ୍ତି ବମ୍ପର୍ ଲଟେରୀ ୨୦୨୩ ରେ ମହନ୍ତ୍ ପ୍ରଥମ୍ ପୁରସ୍କାର ପାଏଲେ। 


COMMERCIAL BREAK
SCROLL TO CONTINUE READING

ଲଟେରୀରେ ପାଞ୍ଚ କୋଟି ଟଙ୍କା ଜିତ୍ବାର୍ ପରେ ମହନ୍ତ୍ ANI କେ କହିଛନ୍ ଯେ ସେ ବହୁତ୍ ଖୁସି ଅଛନ୍ ଆଉ ପୁରସ୍କାର ରାଶିକେ ତାଙ୍କର ଦୁହି ପିଲା ଆଉ ‘ଡେରା’ ଭିତରେ ବାଣ୍ଟି ଦେବେ। ସେ ନିଜର୍ ଖୁସି ପ୍ରକାଶ କରିଛନ୍, “ମୁଇଁ ବହୁତ୍ ପ୍ରସନ୍ନ ଅଛେଁ, ମୁଇ ଲଗାତାର୍ ୩୫ ରୁ ୪୦ ବରସ୍ ଚେଷ୍ଚା କର୍ଲି ଆଉ ଈ ରାଶିକେ ବାଣ୍ଚି ଦେବି”, ଲଟେରୀ ବିଜେତା କହିଛନ୍ ANI କେ। ଏ ଏନ୍ ଆଇ ମହାନ୍ତଙ୍କର୍ ପୁଅ ନରେନ୍ଦ୍ର କୁମାର୍ ଶର୍ମା କହିଛନ୍ ଯେ ତାଙ୍କର୍ ବାପା ତାଙ୍କର୍ ନାତୀକେ ଲଟେରୀ ଟିକେଟ୍ କିଣ୍ବାର୍କେ ଆଉ ସେ ଭାଗ୍ୟରୁ ଜିତିଗଲେ। ଆମେ ସମସ୍ତେ ଖୁସି ବୋଲି ସେ କହିଛନ୍।


କିନ୍ତୁ ଲଟେରୀ ପୁରସ୍କାର୍ ବାବଦ୍ରେ ଟ୍ୟାକ୍ସ୍ କଟିଯିବାର୍ରୁ ମହନ୍ତଙ୍କେ ଲଟେରୀ ବାବଦ୍ରେ ପୂରା ପାଞ୍ଚ୍ କୋଟି ଟଙ୍କା ମିଲିନାଇ ପାରେ। ଆସିଷ୍ଟାଣ୍ଟ ଲଟେରୀ ନିର୍ଦ୍ଦେଶକଙ୍କର୍ ସୂଚନା ଅନୁଯାୟୀ, ପାଞ୍ଚ୍ କୋଟିରୁ ତିରିଶ ପ୍ରତି ଟ୍ୟାକ୍ସ ଛାଡ୍ ପରେ ମହନ୍ତଙ୍କେ ରାଶି ମିଲ୍ବା।
ପଞ୍ଜାବ ରାଜ୍ୟ ଲୋହରି ମକର ସଙ୍କ୍ରାନ୍ତି ବମ୍ପର୍ ଲଟେରୀ ୨୦୨୩ ରେଜଲ୍ଟ ଈ ମାସର୍ ୧୬ ତାରିଖ୍ରେ ପ୍ରକାଶ୍ ହେଇଥିଲା। ତାହେଲେ ସେ ୫ କୋଟି ଟଙ୍କାର ପ୍ରଥମ୍ ପୁରସ୍କାର୍ ଜିତିଥିଲେ। ନିର୍ଦ୍ଧାରିତ୍ ପ୍ରକ୍ରିୟା ଶେଷ୍ ହେବାର୍ ପରେ ତିରିଶ ପ୍ରତିଶତ ଟ୍ୟାକ୍ସ କଟ୍ରବାର୍ ପରେ ତାଙ୍କେ ଟଙ୍କା ପ୍ରଦାନ କରାଯିବା ବୋଲି ସହକାରୀ ଲଟେରୀ ନିର୍ଦ୍ଦେଶକ୍ କରମ ସିଂହ ଏଏନ୍ଆଇକେ କହିଛନ୍।