ନୂଆଦିଲ୍ଲୀ: JEE Main Results 2022: NTA JEE ସେଶନ୍-1 ଜୁନ୍ ଫଳାଫଳ ଶୀଘ୍ର ଘୋଷିତ ହେବ । ଫଳାଫଳ JEE Main ର ଅଫିସିଆଲ୍ ସାଇଟରେ jeemain.nta.nic.in ରେ ଉପଲବ୍ଧ ହେବ । NTA ର ଅଫିସିଆଲ୍ ସାଇଟ nta.ac.in ଓ ntaresults.nic.in ରେ ମଧ୍ୟ ଉପଲବ୍ଧ ହେବ ।


COMMERCIAL BREAK
SCROLL TO CONTINUE READING

JEE ମେନ୍ ସେଶନ୍ ୧ ଜୁନ୍ ଯେକୌଣସି ସମୟରେ ଘୋଷଣା କରାଯାଇପାରେ । ଫଳାଫଳ ଘୋଷଣା ପରେ ଯେଉଁ ପ୍ରାର୍ଥୀମାନେ ପରୀକ୍ଷାରେ ଦେଇଛନ୍ତି ସେମାନେ ସେମାନଙ୍କର ଫଳାଫଳକୁ JEE Main ର ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ରେ ଓ NTA ଅଫିସିଆଲ୍ ୱେବସାଇଟ nta.ac.in ଓ ntaresults.nic.in ରେ ଦେଖି ପାରିବେ । JEE Mains ଫଳାଫଳର ତାରିଖ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ । ତେବେ, ଗତ ଥରର ଅନୁମାନ ଓ ଅନେକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଜି ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।


ୱେବସାଇଟରେ ଏପରି ଚେକ୍ କରନ୍ତୁ JEE Mains 2022 ରେଜଲ୍ଟ 


ଷ୍ଟେପ୍ ୧: ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କିମ୍ବା ntaresults.nic.in ଭିଜିଟ୍ କରନ୍ତୁ ।


ଷ୍ଟେପ୍ ୨: ହୋମପେଜରେ 'JEE Main 2021 session 1 results'ଲିଙ୍କରେ କ୍ଲିକ୍ କରନ୍ତୁ ।


ଷ୍ଟେପ୍ ୩: ଆପଣଙ୍କର ଆପଲିକେଶନ ନମ୍ବର, ଜନ୍ମ ତାରିଖ ଏବଂ ସୁରକ୍ଷା କୋଡ୍ ପ୍ରବେଶ କରନ୍ତୁ ।


ଷ୍ଟେପ୍ ୪: ସବିଶେଷ ତଥ୍ୟ ପୂରଣ କରିବା ପରେ 'ସବମିଟ୍' ବଟନ୍ ଉପରେ କ୍ଲିକ୍ କରନ୍ତୁ ।


ଷ୍ଟେପ୍ ୫: ସେଶନ 4 ପାଇଁ JEE ମେନ୍ ର  ଫଳାଫଳ ସ୍କ୍ରିନରେ ପ୍ରଦର୍ଶିତ ହେବ ।


ଷ୍ଟେପ୍ ୬: JEE ମେନ୍ ସେଶନ 4 ଫଳାଫଳ ଡାଉନଲୋଡ୍ କରନ୍ତୁ ଓ ଭବିଷ୍ୟତରେ ବ୍ୟବହାର ପାଇଁ ଏକ ପ୍ରିଣ୍ଟଆଉଟ୍ ନେଇ ରଖନ୍ତୁ ।


ଏହା ବି ପଢ଼ନ୍ତୁ:-ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣି ଲାଗିବ ବଡ଼ ଝଟକା!


ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ଗୋଟିଏ ଫୋନ କଲ୍ ଚୀନକୁ କରିଦେଲା ବିବ୍ରତ


ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଗୁମର ଖୋଲିଲେ ଶିବସେନାର ଏହି ବିଦ୍ରୋହୀ ବିଧାୟକ, କହିଲେ ବିଦ୍ରୋହର ପ୍ରକୃତ କାରଣ


ଏଠାରେ କହି ରଖୁଛୁ ଯେ, JEE ମେନ୍ସ ସେଶନ ୧ ପରୀକ୍ଷା ଚଳିତ ବର୍ଷ ଜୁନ୍ ୨୩, ୨୪, ୨୫, ୨୬, ୨୭, ୨୮ ଏବଂ ୨୯ରେ ଆୟୋଜିତ କରାଯାଇଥିଲା ।


JEE ମେନ୍ସ ସେଶନ ୧ ଫଳାଫଳ ଚେକ୍ କରିବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ


JEE Mains ସେଶନ ୧ ଫଳାଫଳ ଚେକ୍ କରିବାକୁ ଜରୁରୀ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପ୍ରସ୍ତୁତ ରଖିବା ଆବଶ୍ୟକ । ପ୍ରାର୍ଥୀମାନଙ୍କୁ ସେମାନଙ୍କର JEE ମେନ୍ ଆଡମିଟ୍ କାର୍ଡ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ମାର୍କ ସିଟ୍ ଡାଉନଲୋଡ୍ କରିବାକୁ ସେମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର / ଆପ୍ଲିକେସନ୍ ନମ୍ବର ବ୍ୟବହାର କରିବାକୁ ପଡିବ ।