Entertainment News: ଅଭିନେତା ମନୋଜଙ୍କ ପ୍ରଥମ ସ୍ତ୍ରୀ ମାନାଙ୍କ ଏହିସବୁ ଫଟୋ ହେଉଛି ଭାଇରାଲ୍, ଦେଖନ୍ତୁ

Entertainment News: ଓଡି଼ଆ ଅଭିନେତା ମନୋଜ ମିଶ୍ର। ଏକାଧିକ ଓଡିଆ ଓ ହିନ୍ଦି ଫିଲ୍ମରେ କାମ କରି ଲୋକ ପ୍ରିୟତା ହାସଲ କରିଛନ୍ତି। ନିକଟରେ, ସେ ପ୍ରେମିକା ତଥା ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ ମାନା ମିଶ୍ରଙ୍କୁ ଛାଡପତ୍ର ଦେଇ ମମତାଙ୍କ ହାତ ଧରିଥିଲେ। ତେବେ, ମନୋଜଙ୍କ ବିନା କେମିତି ଦିନ କାଟୁଛନ୍ତି ମାନା ଦେଖନ୍ତୁ ଏହିସବୁ ଫଟୋ...

Narmada Behera Dec 15, 2024, 13:08 PM IST
1/15

ଗତ କିଛି ମାସ ତଳେ ଅଭିନେତା ମନୋଜ ମିଶ୍ର ତାଙ୍କ ପ୍ରଥମ ସ୍ତ୍ରୀ ମାନା ମିଶ୍ରଙ୍କୁ ଛାଡପତ୍ର ଦେଇ ପ୍ରେମିକା ମମତା ନନ୍ଦଙ୍କୁ ବିବାହ କରିଥିଲେ। 

ALSO READ: Mamata Nanda:ବିବାହ ପୂର୍ବରୁ ଏହି ଅଭିନେତାଙ୍କୁ ଡେଟ୍ କରୁଥିଲେ ମନୋଜଙ୍କ ଦ୍ବିତୀୟ ସ୍ତ୍ରୀ ମମତା ! ଭାଇରାଲ୍ ହେଉଛି ପୁରୁଣା ଫଟୋ

ALSO READ: Shani Gochar 2025: ୨୦୨୫ ରେ ୫ରାଶିଙ୍କ ଉପରେ ଟଙ୍କା ବର୍ଷା କରିବେ ଶନିଦେବ, ପୂରଣ ହେବ ସବୁ ସ୍ବପ୍ନ!

2/15

ବିବାହ ପରେ ବେଶ୍ ଚର୍ଚ୍ଚାରେ ଥିଲେ ମନୋଜ ମିଶ୍ର ଓ ମମତା ନନ୍ଦ।

3/15

ତେବେ, ମମତାଙ୍କୁ ମନୋଜ କୋର୍ଟରେ ବିବାହ କରିଥିବା ଜଣାପଡିଛି।

4/15

ମନୋଜଙ୍କ ବିନା ମାନା ମଧ୍ୟ ଏକା ରହିବା ଶିଖି ଗଲେଣୀ।

5/15

ସବୁ ପରିସ୍ଥିତିକୁ ସାମ୍ନା କରି ନିଜ ଝିଅ ଭବ୍ୟା ସହ ଏକାକୀ ଦିନ କାଟୁଛନ୍ତି ମାନା ମିଶ୍ର ।

6/15

ମାନା ଏବେ ମନୋଜଙ୍କୁ ଭୁଲି ନାହାଁନ୍ତି ସତ ହେଲେ ସମୟ ସହ ତାଳ ଦେଇ ବଞ୍ଚିବା ଶିଖି ଗଲେଣୀ।

7/15

ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି ମାନା ମିଶ୍ର।

8/15

ମାନା ଏବେ ନିଜ ସାଙ୍ଗ ଓ ପରିବାର ସଦସ୍ୟଙ୍କ ସହ ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ସହିତ ଭୋଜି ମଧ୍ୟ କରୁଛନ୍ତି।

9/15

ଯାହାର ଫଟୋ ସେ ନିଜ ଫେସ୍-ବୁକ୍-ରେ ସେୟାର କରିଛନ୍ତି।

10/15

ଫଟୋରେ ଦେଖିବାକୁ ମିଳିଛି ଯେ, ନିଜ ସାଙ୍ଗ ମାନଙ୍କ ସହିତ ଭୋଜି କରିଛନ୍ତି। ଏବଂ ବେଶ୍ ଖୁସି ମିଜାଜ୍ ରେ ନଜର ଆସିଛନ୍ତି।

11/15

କେବଳ ସେତିକି ନୁହେଁ। ସେ ନିଜ ଫିଟ୍-ନେସ୍ କୁ ନେଇ ମଧ୍ୟ ସେ ବେଶ୍ ସଚେନତ ଅଛନ୍ତି।

12/15

ସେଥିପାଇଁ ସେ ଜିମ୍ ମଧ୍ୟ ଯାଉଛନ୍ତି। ଏବଂ ଜିମ୍ -ରେ ସମୟ ବିତାଉଛନ୍ତି

13/15

ମାନା ନିଜ ଝିଅ ଭବ୍ୟାକୁ ମଧ୍ୟ ବେଶ୍ ଭଲ ପାଆନ୍ତି। 

14/15

ଅଧିକାଂଶ ସମୟରେ ନିଜ ଝିଅ ସହ ସମୟ ବିତାନ୍ତି। ଏବଂ ବୁଲାବୁଲି କରନ୍ତି। 

15/15

ସୋସିଆଲ୍ ମିଡିଆରେ ନିଜ ଝିଅ ସହ ଅଧିକାଂଶ ସମୟରେ ଫଟୋ ସେୟାର କରନ୍ତି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link