Odisha news
Odisha News: ଗଞ୍ଜେଇ ଚୋରା ବିକ୍ରି ଘଟଣା,୨୦ ଗିରଫ
Odisha News: ଗଞ୍ଜେଇ ଚୋରା ବିକ୍ରି ଘଟଣା ରେ ୨୦ ଜଣ ଗିରଫ। ଚୋରା ଚାଲାଣ କାରୀ ସତର୍କ ରହିବାକୁ ପୋଲିସ ର ଚେତାବନୀ। ଆନନ୍ଦପୁର ଅଞ୍ଚଳରେ ନିଶାଦ୍ରବ୍ୟ ଚୋରା ଚାଲାଣ ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ କେନ୍ଦୁଝର ଏସ୍ପି ଙ୍କ ନିର୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ର ସମସ୍ତ ଥାନା ଅଧିକାରୀ ଙ୍କୁ ନେଇ ଏକ ଟିମ ଗଠନ କରାଯାଇ ତଦନ୍ତ ଚାଲିଥିଲା।
Apr 24,2026, 13:56 PM IST
Gold rate today
Gold Rate Today: ପୁଣି ଖସିଲା ସୁନା-ରୂପା ରେଟ୍, ଜାଣନ୍ତୁ ଆଜିର ନୂଆ ଦର
Gold Rate Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ଗତକାଲି ସୁନା ରେଟ୍ ଖସିଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ତେବେ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା -ରୂପା ରେଟ୍...
Apr 24,2026, 13:33 PM IST
Early Summer Vacation
Odisha Summer Vacation:ଏପ୍ରିଲ ୨୭ରୁ ଖରା ଛୁଟି
Odisha Summer Vacation: ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ବଡ଼ ଖବର। ଏ-ପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ। ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା ହୋଇଛି।
Apr 24,2026, 13:01 PM IST
puri news
Puri News: ଆଜି ପବିତ୍ର ଶୁକ୍ଳପକ୍ଷ ଅଷ୍ଟମୀ ତିଥି
Puri News: ଆଜି ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏ-ହି ପବିତ୍ର ଦିବସର ନାମ ହେଉଛି ନୀଳାଦ୍ରୀ ମହୋଦୟାଷ୍ଟମୀ । ଏହି ଦିନ ସ୍ୱୟଂ ବ୍ରହ୍ମା ମହାପ୍ରଭୁଙ୍କର ପୁଷ୍ୟାଭିଷେକ ବା ଜଳାଭିଷେକ କରାଇଥିଲେ ବୋଲି ବାମଦେବ ସଂହିତା ଓ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି। କାଳ କାଳ ଯୁଗ ଯୁଗ ଧରି କାଳିଆ ସାଆନ୍ତ ନୀଳାଦ୍ରୀ କନ୍ଦରର ପାବନ ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ କରି ବାର ମାସରେ ତେର ଯାତ୍ରା କରିଥାନ୍ତି।
Apr 24,2026, 11:49 AM IST
Odisha Weather News
Odisha Weather News: ବଦଳିବ ପାଣିପାଗ! କାଳବୈଶାଖି ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି, ୪୦ କିମ
Odisha Weather News: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଅସହ୍ୟ ତାତି ଲାଗି ରହିବା ସହ କାଳବୈଶାଖି ରେକର୍ଡ଼ ହେବ।
Apr 24,2026, 9:21 AM IST
Odisha News: ସସ୍ମିତା ଦାସ ହତ୍ୟାକାଣ୍ଡ ଘଟଣା , ଧରାପଡିଲା ଅଭିଯୁକ୍ତ ପ୍ରେମିକ
Odisha News: ସସ୍ମିତା ଦାସ ହତ୍ୟାକାଣ୍ଡ ଘଟଣା । ଜାମସେଦପୁରରୁ ହତ୍ୟାକାରୀ ପ୍ରେମିକ କୁ ଗିରଫ କଲା ଜଗତସିଂହପୁର ପୋଲିସ ।
Apr 24,2026, 8:40 AM IST
IAS Wedding Pics
IAS Wedding Pics: ବିବାହ ବନ୍ଧନରେ ବାନ୍ଧି ହେଲେ କରଞ୍ଜିଆ ଉପଜିଲ୍ଲାପାଳ କସ୍ତୁରୀ ପଣ୍ତା, ଭାଇରା
IAS Wedding Pics: କଥାରେ ଅଛି ପ୍ରେମ ହେଇଛି ଶାଶ୍ବତ, ଚିରନ୍ତନ । ଏହା କେତେ ବେଳେ କାହାକୁ ବି ହୋଇଥାଏ। ତେବେ,ପ୍ରେମ ବିବାହ କରି ଏବେ ଚର୍ଚ୍ଚାରେ ଅଛନ୍ତି ଭାରତୀୟ ପ୍ରଶାସନିକ ସେବାର ୨ ଦକ୍ଷ ଅଧିକାରୀ।
Apr 24,2026, 7:56 AM IST
Today Horoscope
Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆ
Horoscope Today 24 April 2026: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ ୨୪ ହେଉଛି ଶୁକ୍ରବାର। ତେବେ,ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...
Apr 24,2026, 6:38 AM IST
vssut
Odisha News:ପୁଣି ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ, ୪ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
Odisha News: ପୁଣି ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ ଆସିଲା। ୪ଜଣ ସିନିୟର୍ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଣେ ଛାତ୍ରଙ୍କୁ ୧୦ ହଜାର ଟଙ୍କା ଓ ଅନ୍ୟ ତିନିଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡ କାରାଯାଇଛି।
Apr 23,2026, 14:01 PM IST
Odisha Summer Vacations 2026
Odisha Summer Vacations 2026: 'ଆଜି ସ୍କୁଲ୍ ଛୁଟି ନେଇ ନିଆଯିବ ନିଷ୍ପତ୍ତି '
Odisha Summer Vacations 2026: ବଢୁଛି ଖରା, ପିଲାଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଆଜି ସ୍କୁଲ୍ ଛୁଟି ନେଇ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
Apr 23,2026, 13:52 PM IST
PM kisan mandhan yojana
PM Kisan Mandhan Yojana:ବଡ଼ ଖବର! ଏହି ଯୋଜନାରେ ଚାଷୀଙ୍କୁ ମିଳିବ ମାସିକ ୩ ହଜାର ଟଙ୍କାର...
PM Kisan Mandhan Yojana: ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀମାନ-ଙ୍କୁ ବାର୍ଷିକ ୬ହଜାର ଟଙ୍କା ସରକାର ପ୍ରଦାନ କରିଥାଆନ୍ତି। ଏ-ହାର ଲକ୍ଷ ହେଉଛି ଚାଷୀଙ୍କୁ ଆର୍ଥିକ ସ୍ଥିତିରେ ମଜବୁତ୍ କରିବା। ହେଲେ, ଚାଷୀଙ୍କୁ ଆଉ ଏକ ପ୍ରକାର ବଡ଼ ସାହାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ୍ ମାନଧନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରୁ ବିଶେଷଭାବରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଲାଭବାନ୍ ହେବେ। ଏହି ଯୋଜନା ଚାଷୀଙ୍କୁ ବାର୍ଦ୍ଧକ୍ୟ କାଳରେ ସାହାର୍ଯ୍ୟ କରିବ।
Apr 23,2026, 12:38 PM IST
Gold Rate Today: ସୁନାରୂପା ଦରରେ ବୃହତ ହ୍ରାସ,୨୨ କ୍ୟାରେଟ୍ ପିଛା ଖସିଲା ଏତେ ହଜାର
Gold Rate Today: ସୁନାଦରରେ ରେକର୍ଡ଼ ହ୍ରାସ। ଗତକାଲି ସୁନା ରେଟ୍ ଖସିଥିବା ବେଳେ ଆଜି ମଧ୍ୟଦରରେ ବୃହତ ହ୍ରାସ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ରେଟ୍?
Apr 23,2026, 11:25 AM IST
Odisha News: ଆଜି ୪୬୨୩ ଜଣଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ
Odisha News: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆଜି ନିଯୁକ୍ତି ମେଳା ଆୟୋଜିତ ହେଉଛି। ଏହି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ୨୭ଟି ବିଭାଗରେ ୪୬୨୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ।
Apr 23,2026, 10:56 AM IST
Odisha News: ଆଜି ଭାରତ ବନ୍ଦ,ସକାଳୁ ସକାଳୁ ରାସ୍ତାରେ ଆନ୍ଦୋଳନକାରୀଙ୍କ ପିକେଟିଂ ଆରମ୍ଭ
Odisha News: ଆଜି ଭାରତ ବନ୍ଦ। ଭାରତ ବନ୍ଦ ଡାକରା ଦେଇଛି ଭାରତ ମୁକ୍ତି ମୋର୍ଚ୍ଚା , ଏସ୍ସି, ଏସ୍ଟି ଓ ଓବିସି ମୁକ୍ତିମୋର୍ଚ୍ଚା।
Apr 23,2026, 10:26 AM IST
Rain Alert
Rain Alert: ତାତିରେ ଲାଗିବ ବ୍ରେକ୍, କାଳବୈଶାଖି ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ!
Rain Alert: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତେବେ,ଏହାରି ଭିତରେ ପାଣିପାଗ ବିଭାଗ ଏକ ବଡ଼ ଖବର ଦେଇଛି। ତାତିରେ ଲାଗିବ ବ୍ରେକ୍।
Apr 23,2026, 9:26 AM IST
Assembly Elections 2026
Assembly Elections 2026:ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଆଜି ବିଧାନସଭା ନିର୍ବାଚନ, ସକାଳ ୭ଟାରୁ ଭ
Assembly Elections 2026: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଆଜି ବିଧାନସଭା ନିର୍ବାଚନ । ବେଙ୍ଗଲରେ ପ୍ରଥମ ପର୍ଯ୍ୟାୟରେ ୧୫ ଟି ଜିଲ୍ଲାରେ ଥିବା ୧୫୨ଟି ଆସନ ଲାଗି ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିଲାଗି ମୋଟ୍ ୪୪,୩୭୬ଟି ପୋଲିଂ ଷ୍ଟେସନ୍ କରାଯାଇଛି।
Apr 23,2026, 8:20 AM IST
Entertainment News
Entertainment News: ଲୁହରେ ଭିଜିଲା କଳା ଜଗତ, ହୃଦଘାତରେ ଚାଲିଗଲା ଏହି ୩୦ ବର୍ଷିୟା ଅଭିନେତ୍ରୀଙ
Entertainment News: ପୁଣି ଥରେ କଳା ଜଗତରୁ ଆସିଲା ଦୁଃଖଦ ଖବର। ହୃଦଘାତରେ ଚାଲିଗଲା ଏହି ଅଭିନେତ୍ରୀଙ୍କ ଜୀବନ। ଯାହାକୁ ନେଇ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି।
Apr 23,2026, 7:27 AM IST
Today Horoscope: ଏହି ୭ ରାଶିଙ୍କ ପାଇଁ ଆଜି ବଢିବ ସମସ୍ୟା,ରୁହନ୍ତୁ ସତର୍କ;ଜାଣନ୍ତୁ ଆପଣଙ୍କ ପାଇ
Horoscope Today 23 April 2026: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ ୨୩ ହେଉଛି ଗୁରୁବାର। ତେବେ,ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...
Apr 23,2026, 6:39 AM IST
OPSC
OPSC: ସରକାରୀ ଚାକିରିଆ ଭାବେ ନିଯୁକ୍ତି ପାଇଲେ ୧୧୩ ଫରେଷ୍ଟ ରେଞ୍ଜର୍ସ ଓ ୪୧ ଏସିଏଫ୍,ଦେଖନ୍ତୁ ପୂର
Odisha News: ଓଡ଼ିଶା ଲୋକସେବା ଆୟୋଗର ସୁପାରିଶ ପରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏହି ବିଜ୍ଞପ୍ତି ଜାରି କରିଛି। ଗ୍ରୁପ-ବି ଅଧୀନରେ ମୋଟ ୧୧୩ ଜଣ ମନୋନୀତ ପ୍ରାର୍ଥୀ ଫରେଷ୍ଟ ରେଞ୍ଜର୍ସ ଭାବରେ ଯୋଗ ଦେଇଛନ୍ତି। ସେମାନେ ଓଡ଼ିଶା ସଂଶୋଧିତ ଦରମା ମାଟ୍ରିକ୍ସ ୨୦୧୭ର ସ୍ତର-୧୦, ସେଲ୍-୦୧ରେ ୪୪,୯୦୦ ଟଙ୍କା ଦରମା ସ୍କେଲରେ କାର୍ଯ୍ୟ କରିବେ। ଏହା ସହିତ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ମହଙ୍ଗା ଏବଂ ଅନ୍ୟାନ୍ୟ ଭତ୍ତା ମଧ୍ୟ ପାଇବେ। ଏହା ସହିତ, ଗ୍ରୁପ-ଏ (ଜୁନିୟର ଶାଖା) ଅଧୀନରେ ସହକାରୀ ବନ ସଂରକ୍ଷକ ଭାବରେ ୪୧ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନେ ପ୍ରଯୁଜ୍ୟ ଭତ୍ତା ସହିତ ଓଡ଼ିଶା ସଂଶୋଧିତ ଦରମା ମାଟ୍ରିକ୍ସ ୨୦୧୭ର ସ୍ତର-୧୨, ସେଲ୍-୦୧ରେ ୫୬,୧୦୦ ଟଙ୍କା ଦରମା ସ୍କେଲରେ କାର୍ଯ୍ୟ କରିବେ।୨୦୨୪ ମସିହାରେ ସଂଶୋଧିତ ଓଡ଼ିଶା ବନ ସେବା ନିଯୁକ୍ତି ଏବଂ ସର୍ତ୍ତାବଳୀ ନିୟମ, ୨୦୧୩ ଅନୁଯାୟୀ ଏହି ନିଯୁକ୍ତି ଦିଆଯାଇଥିଲା।
Apr 22,2026, 19:12 PM IST
Odisha News:ପଳାଶୁଣୀ ଓଭରବ୍ରିଜ୍ ଉପରେ ଜଳିଗଲା ଟ୍ରକ୍, ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ
Odisha News: ଭୁବନେଶ୍ବର ପଳାଶୁଣୀ ଓଭରବ୍ରିଜ୍ ଉପରେ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ ହୋଇଛି।
Apr 22,2026, 18:35 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.