Diwali Sale 2024: ପ୍ରତିବର୍ଷ ଦୀପାବଳି ଅବସରରେ ଦୀପାବଳି ସେଲ୍ ଜୋରଦାର ଅଫର ଏବଂ ବଡ ଡିଲ ସହିତ ଆରମ୍ଭ ହୋଇଥାଏ । ଏହାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ଏଥର ଦୀପାବଳି ସେଲ୍ ଅକ୍ଟୋବର ୨୮ରୁ ଆରମ୍ଭ ହେବାକୁ ଯାଉଛି। ସ୍ମାର୍ଟଫୋନ, ଟିଭି, ଫ୍ରିଜ, ଏୟାର କଣ୍ଡିସନର, ଫ୍ୟାସନ ଠୁ ଓ ଆରମ୍ଭ କରି କଷ୍ମେଟିକ୍ ସମେତ ଅନେକ ପ୍ରଡକ୍ଟ ଉପରେ ବିପୁଳ ରିହାତି ମିଳିବ । ସମସ୍ତ ଅଫର ଜରିଆରେ ଆପଣ ୮୦ରୁ ୯୦ ପ୍ରତିଶତ ରିହାତି ଏବଂ ୯ରୁ ୧୧ ଟଙ୍କାର ଡିଲ୍ ପାଇପାରିବେ ।

 

ଅକ୍ଟୋବର ୨୮ ରାତିରେ ଦୀପାବଳି ସେଲ୍ ଧମାକା 

ଅକ୍ଟୋବର ୨୮ ତାରିଖ ରାତି ୧୧ଟା ୧୧ମିନିଟରେ ଅଫର ସେଲ୍ ହେବାକୁ ଯାଉଛି। ଏହି ସମୟରେ ଦୀପାବଳିର ସବୁଠାରୁ ବଡ ବିକ୍ରି ଆରମ୍ଭ ହେବାକୁ ଯାଉଛି । ପ୍ରତିବର୍ଷ ଭଳି ଏଥର ବି ଆପଣ ବିପୁଳ ରିହାତି ରେ ଫୋନ୍ , ଟିଭି ସମେତ ଅନେକ ପ୍ରଡକ୍ଟ ପାଇପାରିବେ । ଏହି ଚୁକ୍ତି ଅନୁଯାୟୀ, କିଛି ପ୍ରଡକ୍ଟକୁ ୯ କିମ୍ବା ୧୧ ଟଙ୍କାରେ ମଧ୍ୟ କିଣିପାରିବେ ।

 

ଏଠାରେ ଶସ୍ତାରେ ମିଳିବ ପ୍ରଡକ୍ଟ

ଫ୍ଲିପକାର୍ଟ, ଆମାଜନ, ମିଶୋ ଭଳି ସାଇଟରେ ଅନେକ ପ୍ରଡକ୍ଟ ରିହାତି ସହ ଉପଲବ୍ଧ ହେବାକୁ ଯାଉଛି । ଇୟରଫୋନ୍, ଆଇଫୋନ୍, ସ୍ମାର୍ଟଫୋନ୍, କୁଲର, ଫ୍ୟାନ୍, ଏସି ସମେତ ଅନେକ ପ୍ରଡକ୍ଟ ରିହାତି ରେ ପାଇପାରିବେ। ଦୀପାବଳି ମହା ସେଲ୍ ସମୟରେ ଫ୍ଲିପ୍ କାର୍ଟ, ଆମାଜନ ଏବଂ ମିଶୋରେ ୧ ଟଙ୍କା, ୯ ଟଙ୍କା ଓ ୧୧ ଟଙ୍କାରେ ବିପୁଳ ରିହାତି ସହ ଅକ୍ଟୋବର ୨୮ ତାରିଖ ରାତି ୧୧ଟା ୧୧ ମିନିଟ୍ ପରେ ଉପଲବ୍ଧ ହେବ।

 

ଖୁବଶୀଘ୍ର ଆରମ୍ଭ ହେବ ସବୁଠାରୁ ବଡ ଦୀପାବଳି ସେଲ

ଗତ କିଛି ଦିନ ହେବ ଆମାଜନରେ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲ୍ ଚାଲିଛି। ଏହି ସେଲ୍ ଅକ୍ଟୋବର ୨୯ରେ ଶେଷ ହେବ। ତେବେ ଏହା ପୂର୍ବରୁ ଆପଣ ଅକ୍ଟୋବର ୨୮ ତାରିଖ ରାତିରେ ଜୋରଦାର ଡିଲ ସହ ଦୀପାବଳି ସେଲ୍ ର ଫାଇଦା ଉଠାଇପାରିବେ। ଫ୍ଲିପକାର୍ଟରେ ବିଗ୍ ଦୀପାବଳି ସେଲ୍ ମଧ୍ୟ ଚାଲିଛି। ଏଥିରେ ଲୋକମାନେ ବିପୁଳ ରିହାତି ରେ ପ୍ରଡକ୍ଟ ଦେଖିବାକୁ ପାଉଛନ୍ତି । ଦୀପାବଳି ସେଲ୍ ଅଧୀନରେ ମିଶୋ ନିଜ ଗ୍ରାହକଙ୍କୁ ଜୋରଦାର ଅଫର ମଧ୍ୟ ଦେଉଛି।